ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର, ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ

Advertisment

ନୀଳଗିରି ଥାନା ଅଧୀନ ସଜନାଗଡ ସ୍ଥିତ ତିନିକୋଶିଆ ଜଙ୍ଗଲରେ ମିଳିଛି ବୃଦ୍ଧଙ୍କ ଝୁଲନ୍ତା ଶବ। ସକାଳେ ମହୁଲ ଗୋଟାଇବାକୁ ଆସିଥିବା ସମୟରେ ମହିଳାମାନେ ଏହି ଶବଟିକୁ ଝୁଲନ୍ତା ଅବସ୍ଥାରେ ଦେଖି ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ ଅବଗତ କରିଥିଲେ।

Updated On

ନୀଳଗିରି ଥାନା ଅଧୀନ ସଜନାଗଡ ସ୍ଥିତ ତିନିକୋଶିଆ ଜଙ୍ଗଲରେ ମିଳିଛି ବୃଦ୍ଧଙ୍କ ଝୁଲନ୍ତା ଶବ। ସକାଳେ ମହୁଲ ଗୋଟାଇବାକୁ ଆସିଥିବା ସମୟରେ ମହିଳାମାନେ ଏହି ଶବଟିକୁ ଝୁଲନ୍ତା ଅବସ୍ଥାରେ ଦେଖି ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ ଅବଗତ କରିଥିଲେ।

ଅଦ୍ୟତନ ହୋଇଛି
ୁର

ନୀଳଗିରି: ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ନୀଳଗିରି ଥାନା ଅଧୀନ ସଜନାଗଡ ସ୍ଥିତ ତିନିକୋଶିଆ ଜଙ୍ଗଲରେ ମିଳିଛି ବୃଦ୍ଧଙ୍କ ଝୁଲନ୍ତା ଶବ। ମୃତ ବୃଦ୍ଧ ଜାମୁଡିହା ପଞ୍ଚାୟତ ବେଢାସାହି ଗ୍ରାମର ଦାସ ମାଝୀ ବୋଲି ଜଣାପଡ଼ିଛି। ସକାଳେ ମହୁଲ ଗୋଟାଇବାକୁ ଆସିଥିବା ସମୟରେ ମହିଳାମାନେ ଏହି ଶବଟିକୁ ଝୁଲନ୍ତା ଅବସ୍ଥାରେ ଦେଖି ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ ଅବଗତ କରିଥିଲେ।

ନୀଳଗିରି ଥାନା ଅଧୀନ ସଜନାଗଡ ସ୍ଥିତ ତିନିକୋଶିଆ ଜଙ୍ଗଲରେ ମିଳିଛି ବୃଦ୍ଧଙ୍କ ଝୁଲନ୍ତା ଶବ। ମୃତ ବୃଦ୍ଧ ଜାମୁଡିହା ପଞ୍ଚାୟତ ବେଢାସାହି ଗ୍ରାମର ଦାସ ମାଝୀ ବୋଲି ଜଣାପଡ଼ିଛି।ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ଶବକୁ ଚିହ୍ନଟ କରିଥିଲେ ତାଙ୍କୁ କେହି ମାରି ଏଠାରେ ଝୁଲେଇଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ନୀଳଗିରି ପୁଲିସକୁ ଅବଗତ କରିବା ପରେ ଘଟଣା ସ୍ଥଳରେ ନୀଳଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ଶବକୁ ଚିହ୍ନଟ କରିଥିଲେ ତାଙ୍କୁ କେହି ମାରି ଏଠାରେ ଝୁଲେଇଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ନୀଳଗିରି ପୁଲିସକୁ ଅବଗତ କରିବା ପରେ ଘଟଣା ସ୍ଥଳରେ ନୀଳଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe