ଟିକିରା ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ହେଲା ନିଖୋଜ ଥିଲେ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଣ୍ଢେଇଗୋଳା ଟିକିରା ନଦୀରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ମୃତକ ହେଉଛନ୍ତି କୋରଡ଼ପଶି ଗ୍ରାମର ସ୍ବର୍ଗତ କୁଞ୍ଜବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗ ପ୍ରଧାନ (୮୨)।

Dead

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଣ୍ଢେଇଗୋଳା ଟିକିରା ନଦୀରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ମୃତକ ହେଉଛନ୍ତି କୋରଡ଼ପଶି ଗ୍ରାମର ସ୍ବର୍ଗତ କୁଞ୍ଜବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗ ପ୍ରଧାନ (୮୨)।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଣ୍ଢେଇଗୋଳା ଟିକିରା ନଦୀରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ମୃତକ ହେଉଛନ୍ତି କୋରଡ଼ପଶି ଗ୍ରାମର ସ୍ବର୍ଗତ କୁଞ୍ଜବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗ ପ୍ରଧାନ (୮୨)। ସେ ଗତ ବୁଧବାର ଠାରୁ ନିକଟସ୍ଥ ନଦୀକୁ ଗାଧୋଇବାକୁ ନିଖୋଜ ଥିଲେ। ଏନେଇ ପୁଅ କୃଷ୍ଣଚନ୍ଦ୍ର ପ୍ରଧାନ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ନଦୀରୁ ଶବ ଉଦ୍ଧାର ହୋଇଛି।

ସେ ଗତ ବୁଧବାର ଠାରୁ ନିକଟସ୍ଥ ନଦୀକୁ ଗାଧୋଇବାକୁ ନିଖୋଜ ଥିଲେ। ଏନେଇ ପୁଅ କୃଷ୍ଣଚନ୍ଦ୍ର ପ୍ରଧାନ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ନଦୀରୁ ଶବ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ଶବ ଜବତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe