ମାନସିକ ଭାରସାମ୍ୟ ହରାଇ ବ୍ୟବସାୟୀଙ୍କ ଆତ୍ମହତ୍ୟା ସନ୍ଦେହ

Advertisment

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବଦଳା ଗ୍ରାମର ‌ଜଣେ ବ୍ୟବସାୟୀ ତଥା ପ୍ଲାଇ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଦୟାନନ୍ଦ ବିଶ୍ବକର୍ମାଙ୍କ ମୃତଦେହ  ଆଜି  ସକାଳୁ  ସୀମା ଢ଼ାବା ନିକଟ ରେଳ ଲାଇନରେ ଦେଖିବାକୁ ମିଳିଥିଲା। ଟ୍ରେନରେ କଟିଯାଇଥିବାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡ଼ିଥିଲା।

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବଦଳା ଗ୍ରାମର ‌ଜଣେ ବ୍ୟବସାୟୀ ତଥା ପ୍ଲାଇ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଦୟାନନ୍ଦ ବିଶ୍ବକର୍ମାଙ୍କ ମୃତଦେହ  ଆଜି  ସକାଳୁ  ସୀମା ଢ଼ାବା ନିକଟ ରେଳ ଲାଇନରେ ଦେଖିବାକୁ ମିଳିଥିଲା। ଟ୍ରେନରେ କଟିଯାଇଥିବାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡ଼ିଥିଲା।

bnj

ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବଦଳା ଗ୍ରାମର ‌ଜଣେ ବ୍ୟବସାୟୀ ତଥା ପ୍ଲାଇ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଦୟାନନ୍ଦ ବିଶ୍ବକର୍ମାଙ୍କ ମୃତଦେହ  ଆଜି  ସକାଳୁ  ସୀମା ଢ଼ାବା ନିକଟ ରେଳ ଲାଇନରେ ଦେଖିବାକୁ ମିଳିଥିଲା। ଟ୍ରେନରେ କଟିଯାଇଥିବାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଦୟାନନ୍ଦ ଗତ କିଛି ଦିନ ହେଲା ମାନସିକ ଚାପରେ ରହିଥିବା ଦେଖିବାକୁ ମିଳିଥିଲା। କିଛି ଦିନ ପୂର୍ବେ ନିଜ ଭଡା ଘର ରହୁଥିବା ସାହିରେ ୪ଟି  କୁକୁର ଛୁଆକୁ ନିଜ କାର ଚକ ତଳେ ଚପେଇବା, ନିଜ ଦୋକାନରେ କାର୍ଯ୍ୟ କରୁଥିବା ବେ‌ଳେ କାଚ ଓହ୍ଲାଉଥିବା ବେଳେ ସହକର୍ମୀଙ୍କ ଆଘାତ ଲାଗିବା, ନୂଆ ବର୍ଷଦିନ କାର ଯୋଗେ ନିକଟତମ କୁଟିଙ୍ଗପଦର ଗ୍ରାମକୁ ଯାଇଥିବା ବେଳେ ସେଠାରେ ଗାଡ଼ିଟି  ଦୁର୍ଘଟଣା ହୋଇ ନଷ୍ଟ ହେବା ଘଟଣା ତାଙ୍କୁ ବିବ୍ରତ କରିଥିବା ଘଟଣା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ପ୍ରତିଦିନ ଏହିପରି ଅଘଟଣ ଘଟିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ଖବର ନେବାରୁ ଜଣାପଡିଛି ଦୟାନନ୍ଦ ଗତ କିଛି ଦିନ ହେଲା ମାନସିକ ଚାପରେ ରହିଥିବା ଦେଖିବାକୁ ମିଳିଥିଲା। କିଛି ଦିନ ପୂର୍ବେ ନିଜ ଭଡା ଘର ରହୁଥିବା ସାହିରେ ୪ଟି  କୁକୁର ଛୁଆକୁ ନିଜ କାର ଚକ ତଳେ ଚପେଇବା, ନିଜ ଦୋକାନରେ କାର୍ଯ୍ୟ କରୁଥିବା ବେ‌ଳେ କାଚ ଓହ୍ଲାଉଥିବା ବେଳେ ସହକର୍ମୀଙ୍କ ଆଘାତ ଲାଗିବା, ନୂଆ ବର୍ଷଦିନ କାର ଯୋଗେ ନିକଟତମ କୁଟିଙ୍ଗପଦର ଗ୍ରାମକୁ ଯାଇଥିବା ବେଳେ ସେଠାରେ ଗାଡ଼ିଟି  ଦୁର୍ଘଟଣା ହୋଇ ନଷ୍ଟ ହେବା ଘଟଣା ତାଙ୍କୁ ବିବ୍ରତ କରିଥିବା ଘଟଣା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ପ୍ରତିଦିନ ଏହିପରି ଅଘଟଣ ଘଟିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ପାରିବାରିକ ଅସନ୍ତୋଷ କିମ୍ବା ଆର୍ଥିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ଜି.ଆର.ପି ପୁଲିସ କହିଛି। ଜି.ଆର.ପି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe