ଭଡ଼ା ଘରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ସ୍ତ୍ରୀଙ୍କର ମିଳୁନି ପତ୍ତା

ପାରଳାଖେମୁଣ୍ଡି ନଟରାଜ ହଲ ନିକଟରେ ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଶୁଖିଲା ରକ୍ତସ୍ରାବରେ ପଡ଼ିଛି ମୃତଦେହ। ମୃତ ଯୁବକ ହେଲେ ଗୁଣପୁର ନିକଟସ୍ଥ  ମାଛଖୁଣ୍ଟି ଗାଁର ଏମ.ଜଗଦୀଶ।

xcv

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ନଟରାଜ ହଲ ନିକଟରେ ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଶୁଖିଲା ରକ୍ତସ୍ରାବରେ ପଡ଼ିଛି ମୃତଦେହ। ମୃତ ଯୁବକ ହେଲେ ଗୁଣପୁର ନିକଟସ୍ଥ  ମାଛଖୁଣ୍ଟି ଗାଁର ଏମ.ଜଗଦୀଶ।

ପାରଳାଖେମୁଣ୍ଡି ନଟରାଜ ହଲ ନିକଟରେ ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଶୁଖିଲା ରକ୍ତସ୍ରାବରେ ପଡ଼ିଛି ମୃତଦେହ। ମୃତ ଯୁବକ ହେଲେ ଗୁଣପୁର ନିକଟସ୍ଥ  ମାଛଖୁଣ୍ଟି ଗାଁର ଏମ.ଜଗଦୀଶ। ଏଣେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ଜଗଦୀଶଙ୍କ ପରିବାର ଲୋକେ ଜଗଦୀଶଙ୍କ ସ୍ତ୍ରୀଙ୍କ ପତ୍ତା ପାଉନି ପୁଲିସ। ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଛି।

ଏଣେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ଜଗଦୀଶଙ୍କ ପରିବାର ଲୋକେ ଜଗଦୀଶଙ୍କ ସ୍ତ୍ରୀଙ୍କ ପତ୍ତା ପାଉନି ପୁଲିସ। ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe