ପର୍ଜଙ୍ଗ ଷ୍ଟେସନଠାରୁ ଅଳ୍ପ ଦୂରରେ ପଡ଼ିଛି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

Advertisment

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦେଇ ଯାଇଥିବା ଡ଼ୁବୁରୀ -ତାଳଚେର ରେଳପଥର ପର୍ଜଙ୍ଗ ଷ୍ଟେସନ ଠାରୁ ଅଳ୍ପ ଦୂରରେ ଜଣେ ଯୁବକ ଜୀବନ ହାରିଛନ୍ତି।ବେକାରୀ, ଦରିଦ୍ରତା ପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କ ଠାରୁ ଜଣାଯାଇଛିl

ୂୁର

ପର୍ଜଙ୍ଗ:ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦେଇ ଯାଇଥିବା ଡ଼ୁବୁରୀ -ତାଳଚେର ରେଳପଥର ପର୍ଜଙ୍ଗ ଷ୍ଟେସନ ଠାରୁ ଅଳ୍ପ ଦୂରରେ ଜଣେ ଯୁବକ ଜୀବନ ହାରିଛନ୍ତି।

ପର୍ଜଙ୍ଗ ଥାନା ଡିହଡୋଳ ଗ୍ରାମର ୨୫ ବର୍ଷର ଯୁବକ ଟୁକୁନ ସାହୁ ଆଜି ଭୋର ସମୟରେ ଏକ ମାଲବାହୀ ଟ୍ରେନ ସମ୍ମୁଖକୁ ଆସି ଆତ୍ମହତ୍ୟା କରିଥିବା ସକାଳେ ଜଣାପଡ଼ିଥିଲାl ବେକାରୀ, ଦରିଦ୍ରତା ପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କ ଠାରୁ ଜଣାଯାଇଛିl

ଖବର ନେବାରେ ଜଣାପଡ଼ିଛି ପର୍ଜଙ୍ଗ ଥାନା ଡିହଡୋଳ ଗ୍ରାମର ୨୫ ବର୍ଷର ଯୁବକ ଟୁକୁନ ସାହୁ ଆଜି ଭୋର ସମୟରେ ଏକ ମାଲବାହୀ ଟ୍ରେନ ସମ୍ମୁଖକୁ ଆସି ଆତ୍ମହତ୍ୟା କରିଥିବା ସକାଳେ ଜଣାପଡ଼ିଥିଲାl ବେକାରୀ, ଦରିଦ୍ରତା ପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କ ଠାରୁ ଜଣାଯାଇଛିl ଖବର ପାଇ ଘଟଣା ସ୍ଥଳରେ ଜି ଆର ପି ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe