ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment

ଆଜି ସକାଳୁ ଟାଉନଥାନା ଡେଙ୍ଗିଭାଡ଼ିସ୍ଥ ରାଧାକୃଷ୍ଣ ମନ୍ଦିର ନିକଟ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିଚୟ ମିଳି ନଥିବାବେଳେ କେହି ତାଙ୍କୁ ହତ୍ୟା କରି ପୋଖରୀରେ ପକାଇ ଦେଇଛି ନା ସେ ନିଜେ ଅସାବଧାନତାରେ ବୁଡ଼ି ମରିଛନ୍ତି, ତାହା ଜଣା ପଡ଼ିନାହିଁ।

dcv

ସୁନ୍ଦରଗଡ଼: ଆଜି ସକାଳୁ ଟାଉନଥାନା ଡେଙ୍ଗିଭାଡ଼ିସ୍ଥ ରାଧାକୃଷ୍ଣ ମନ୍ଦିର ନିକଟ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିଚୟ ମିଳି ନଥିବାବେଳେ କେହି ତାଙ୍କୁ ହତ୍ୟା କରି ପୋଖରୀରେ ପକାଇ ଦେଇଛି ନା ସେ ନିଜେ ଅସାବଧାନତାରେ ବୁଡ଼ି ମରିଛନ୍ତି, ତାହା ଜଣା ପଡ଼ିନାହିଁ।

ଟାଉନଥାନା ଡେଙ୍ଗିଭାଡ଼ିସ୍ଥ ରାଧାକୃଷ୍ଣ ମନ୍ଦିର ନିକଟ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିଚୟ ମିଳି ନଥିବାବେଳେ କେହି ତାଙ୍କୁ ହତ୍ୟା କରି ପୋଖରୀରେ ପକାଇ ଦେଇଛି ନା ସେ ନିଜେ ଅସାବଧାନତାରେ ବୁଡ଼ି ମରିଛନ୍ତି, ତାହା ଜଣା ପଡ଼ିନାହିଁ। ପୁଲିସ ମୃତଦେହକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଶବାଗାରକୁ ପଠାଇ ତଦନ୍ତ ଆରମ୍ଭ କରିଛି। ପରିଚୟ ମିଳିଲେ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କଥା ଜଣାପଡ଼ିବ ବୋଲି ପୁଲିସ କହିଛି

ପୁଲିସ ମୃତଦେହକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଶବାଗାରକୁ ପଠାଇ ତଦନ୍ତ ଆରମ୍ଭ କରିଛି। ପରିଚୟ ମିଳିଲେ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କଥା ଜଣାପଡ଼ିବ ବୋଲି ପୁଲିସ କହିଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe