ଅଟୋରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ

ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମ ନିକଟରେ ଜଣେ ଯୁବକଙ୍କର ମୃତଦେହ ଏକ ଅଟୋରେ ଠାବ ହୋଇଛି। ମୃତ ଯୁବକ କ୍ଷିରୋଦ ମେହେର ଓ ତାଙ୍କ ଘର ବରଗଡ଼ ଜିଲ୍ଲା ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ଦରବେକେଲା ଗ୍ରାମର ବୋଲି ଜଣାପଡ଼ିଛି।

vh

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମ ନିକଟରେ ଜଣେ ଯୁବକଙ୍କର ମୃତଦେହ ଏକ ଅଟୋରେ ଠାବ ହୋଇଛି। ମୃତ ଯୁବକ କ୍ଷhରୋଦ ମେହେର ଓ ତାଙ୍କ ଘର ବରଗଡ଼ ଜିଲ୍ଲା ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ଦରବେକେଲା ଗ୍ରାମର ବୋଲି ଜଣାପଡ଼ିଛି।

ଦରବେକେଲା ଗ୍ରାମର କ୍ଷିରୋଦ ପଦ୍ମପୁର ଯାଉଥିବା ନେଇ କହି ଘରୁ ବହାରିଥିଲେ। ହେଲେ ରାତିରେ ଆଉ ଫେରି ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ ନ ଥିଲେ। ସକାଳୁ ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ନିକଟରେ ଏକ ଅଟୋରେ ଜଣେ ଯୁବକର ମୃତଦେହ ପଡ଼ିଥିବା ନେଇ ଅଞ୍ଚଳବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ମୃତ ଯୁବକ ଦରବେକେଲା ଗ୍ରାମର କ୍ଷିରୋଦ ମେହେର ବୋଲି ଜାଣିବାକୁ ପାଇ ପରିବାର ବର୍ଗଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିବା ଜଣାପଡ଼ିଛି। ପୁଲିସ ମୃତଦେହ ଉଦ୍ଧାର କରିବା ପରେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି। 

ମିଳିଥିବା ସୂଚନା ଅନୁଯାୟୀ, ଦରବେକେଲା ଗ୍ରାମର କ୍ଷିରୋଦ ପଦ୍ମପୁର ଯାଉଥିବା ନେଇ କହି ଘରୁ ବହାରିଥିଲେ। ହେଲେ ରାତିରେ ଆଉ ଫେରି ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ ନ ଥିଲେ। ସକାଳୁ ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ନିକଟରେ ଏକ ଅଟୋରେ ଜଣେ ଯୁବକର ମୃତଦେହ ପଡ଼ିଥିବା ନେଇ ଅଞ୍ଚଳବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ମୃତ ଯୁବକ ଦରବେକେଲା ଗ୍ରାମର କ୍ଷିରୋଦ ମେହେର ବୋଲି ଜାଣିବାକୁ ପାଇ ପରିବାର ବର୍ଗଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିବା ଜଣାପଡ଼ିଛି। ପୁଲିସ ମୃତଦେହ ଉଦ୍ଧାର କରିବା ପରେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି। 

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe