ବିଦ୍ୟୁତ୍ ଆଘାତରେ ଚାଲିଗଲା ଡେଲିଭରି ବୟଙ୍କ ଜୀବନ

ବିଦ୍ୟୁତ୍ ଆଘାତରେ ଚାଲିଗଲା ଡେଲିଭରି କାମ କରୁଥିବା ଯୁବକଙ୍କ ଜୀବନ। ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ ଡେଲିଭରି ବୟ। ଏହି ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁଶାନ୍ତ କୁମାର ଦାସ(୨୪)।

Untitled-5

ଆନନ୍ଦପୁର: ବିଦ୍ୟୁତ୍ ଆଘାତରେ ଚାଲିଗଲା ଡେଲିଭରି କାମ କରୁଥିବା ଯୁବକଙ୍କ ଜୀବନ। ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ ଡେଲିଭରି ବୟ। ଏହି ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ ଡେଲିଭରି ବୟ। ଏହି ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ସୁଶାନ୍ତ କୁମାର ଦାସ(୨୪)। ତାଙ୍କ ଘର ମଙ୍ଗଳପୁରରେ ବୋଲି ଜଣାଯାଇଛି। ଦୁଇ ଗୁରୁତର ହେଲେ ପଦ୍ମପୁରର କବିନ୍ଦ୍ର ଦାସ ଓ ଫକୀରପୁରର ରଞ୍ଜନ କୁମାର ଶର୍ମା।

ମୃତକ ହେଲେ ସୁଶାନ୍ତ କୁମାର ଦାସ(୨୪)। ତାଙ୍କ ଘର ମଙ୍ଗଳପୁରରେ ବୋଲି ଜଣାଯାଇଛି। ଦୁଇ ଗୁରୁତର ହେଲେ ପଦ୍ମପୁରର କବିନ୍ଦ୍ର ଦାସ ଓ ଫକୀରପୁରର ରଞ୍ଜନ କୁମାର ଶର୍ମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe