ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ୍‌ ବୃଦ୍ଧି ନେଇ ବିଜେପି ଓ ବିଜେଡିର ଦାବି

ଆଜି ବିଧାନସଭାର ଶୁନ୍ୟକାଳରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ୍‌ ବୃଦ୍ଧି ନେଇ ଦାବି ଉଠାଇଛି ବିଜେଡି ଓ ବିଜେପି।ବାଚସ୍ପତି ଭାସ୍କର ମଢେଇଙ୍କ କମିଟିର ସୁପାରିଶକୁ ଗ୍ରହଣ କରି ସରକାରଙ୍କୁ ଜୁନ୍ ମାସରୁ ପିଛିଲା ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଦାବି ଉଠିଛି।

bhi

ଭୁବନେଶ୍ବର: ଆଜି ବିଧାନସଭାର ଶୁନ୍ୟକାଳରେ ବିଧାୟକଙ୍କ ଦରମା ପୂର୍ବତନ ବିଧାୟକ ମାନଙ୍କ ପେନସନ୍ବୃଦ୍ଧି ନେଇ ଦାବି ଉଠାଇଛି ବିଜେଡି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “ବର୍ତ୍ତମାନ ବଜାର ଦର ବଢ଼ିଛି ଅନେକ ପୂର୍ବତନ ବିଧାୟକ ପେନସନ ବଢ଼ାଇବା ପାଇଁ ଲବିକୁ ଆସିଛନ୍ତି ମେଡ଼ିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନ୍କୁ ଦେଖିଲେ ପର୍ଯ୍ୟାପ୍ତ ହେଉନି। ଏଥିପାଇଁ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗୋଟେ କମିଟି ଗଠନ ହୋଇଥିଲା। କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇ ରିପୋର୍ଟ ଦିଆଯାଇଛି ସେହି ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବିଧାୟକ ଦରମା ବି ବଢିବା ଆବଶ୍ୟକ ଅଛି ୨୦୧୭ରେ ଶେଷ ଥର ପାଇଁ ଦରମା ବଢ଼ିଥିଲା ୨୦୨୫ ହେଲାଣି ତାକୁ ବଢ଼ାଇବା ଦରକାର ଅଛି ବୋଲି କହିଲେ ପ୍ରମିଳା ମଲ୍ଲିକ

ବିଧାୟକଙ୍କ ଦରମା ପୂର୍ବତନ ବିଧାୟକଙ୍କ ପେନସନ୍ବୃଦ୍ଧି ଦାବିକୁ ଦୋହରାଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣ ସେଠୀ। ‌ସେ କହିଛନ୍ତି, “ମୁଁ ପୂର୍ବତନ ବିଧାୟକ ଭାବେ ଭୁକ୍ତଭୋଗୀ। କେତେ ଅସୁବିଧା ହେଉଛି ମୁଁ ନିଜେ ଅନୁଭବ କରିଛି ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି କିନ୍ତୁ ବିଧାୟକଙ୍କ ପାଇଁ କେହି ନାହିଁ କେବଳ ଆମର ମଢେଇ କମିଟି ସାହା ଭରସା କୌଣସି ଗାଁକୁ ବିଧାୟକଟେ ଗଲେ ୧୦ରୁ ୩୦ ହଜାର ନଦେଲେ ହେଉନି ତେଣୁ ମୁଁ ଦାବି କରୁଛି ବାଚସ୍ପତି ଭାସ୍କର ମଢେଇଙ୍କ କମିଟିର ସୁପାରିଶକୁ ଗ୍ରହଣ କରି ସରକାରଙ୍କୁ ଜୁନ୍ ମାସରୁ ପିଛିଲା ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ

ସେପଟେ ପୂର୍ଣ୍ଣ ସେଠୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ସେ କହିଛନ୍ତି, “ପୂର୍ବତନ ବିଧାୟକଙ୍କ ଅବସ୍ଥା ଦେଖିଲେ ଖରାପ ଲାଗୁଛି  ବିଧାୟକଙ୍କ ଦରମା ପୂର୍ବତନ ବିଧାୟକଙ୍କ ପେନସନ୍କ୍ଷେତ୍ରରେ ଆମ ରାଜ୍ୟ ୨୭ ନମ୍ବରରେ ରହିଛି। ତେଣୁ ତୁରନ୍ତ ବିଧାୟକଙ୍କ ଦରମା ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରାଯାଉ। 

ବିଧାୟକଙ୍କ ଦରମା ପୂର୍ବତନ ବିଧାୟକଙ୍କ ପେନସନ୍ବୃଦ୍ଧି ଦାବିକୁ ଦୋହରାଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣ ସେଠୀ। ‌ସେ କହିଛନ୍ତି, “ମୁଁ ପୂର୍ବତନ ବିଧାୟକ ଭାବେ ଭୁକ୍ତଭୋଗୀ। କେତେ ଅସୁବିଧା ହେଉଛି ମୁଁ ନିଜେ ଅନୁଭବ କରିଛି ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି କିନ୍ତୁ ବିଧାୟକଙ୍କ ପାଇଁ କେହି ନାହିଁ କେବଳ ଆମର ମଢେଇ କମିଟି ସାହା ଭରସା କୌଣସି ଗାଁକୁ ବିଧାୟକଟେ ଗଲେ ୧୦ରୁ ୩୦ ହଜାର ନଦେଲେ ହେଉନି ତେଣୁ ମୁଁ ଦାବି କରୁଛି ବାଚସ୍ପତି ଭାସ୍କର ମଢେଇଙ୍କ କମିଟିର ସୁପାରିଶକୁ ଗ୍ରହଣ କରି ସରକାରଙ୍କୁ ଜୁନ୍ ମାସରୁ ପିଛିଲା ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ସେପଟେ ପୂର୍ଣ୍ଣ ସେଠୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ସେ କହିଛନ୍ତି, “ପୂର୍ବତନ ବିଧାୟକଙ୍କ ଅବସ୍ଥା ଦେଖିଲେ ଖରାପ ଲାଗୁଛି  ବିଧାୟକଙ୍କ ଦରମା ପୂର୍ବତନ ବିଧାୟକଙ୍କ ପେନସନ୍କ୍ଷେତ୍ରରେ ଆମ ରାଜ୍ୟ ୨୭ ନମ୍ବରରେ ରହିଛି। ତେଣୁ ତୁରନ୍ତ ବିଧାୟକଙ୍କ ଦରମା ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରାଯାଉ। 

ଦରମା ବୃଦ୍ଧି ନେଇ କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ ଉଦବେଗ ପ୍ରକାଶ କରିଛନ୍ତି ସେ କହିଛନ୍ତି, “ପୂର୍ବତନ ବିଧାୟକଙ୍କ ଅବସ୍ଥା ଅତି ଶୋଚନୀୟ ଚଳିବାକୁ ଭାରି କଷ୍ଟ ହେଉଛି କିଛି ପୂର୍ବତନ ବିଧାୟକଙ୍କ ଘର ଖଣ୍ଡେ ନାହିଁ ୧୨ ମାସର ୧୩ ପର୍ବରେ ବିଧାୟକ ସାମିଲ ହେଉଛନ୍ତି। ବିଧାୟକଙ୍କୁ ସବୁ ଦେବାକୁ ପଡୁଛି ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହେବାକୁ ହେଲେ ୨୦ ହଜାର ଖର୍ଚ୍ଚ ହେଉଛି। ବିଧାୟକଙ୍କ ଅବସ୍ଥା ଶୋଚନୀୟ। ଆମ ରାଜ୍ୟରେ ବିଧାୟକଙ୍କ ଦରମା ଭତ୍ତା ଅନ୍ୟ ରାଜ୍ୟଠାରୁ କମ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରାଯାଉ  

ସେପଟେ ପୂର୍ଣ୍ଣ ସେଠୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ସେ କହିଛନ୍ତି, “ପୂର୍ବତନ ବିଧାୟକଙ୍କ ଅବସ୍ଥା ଦେଖିଲେ ଖରାପ ଲାଗୁଛି  ବିଧାୟକଙ୍କ ଦରମା ପୂର୍ବତନ ବିଧାୟକଙ୍କ ପେନସନ୍କ୍ଷେତ୍ରରେ ଆମ ରାଜ୍ୟ ୨୭ ନମ୍ବରରେ ରହିଛି। ତେଣୁ ତୁରନ୍ତ ବିଧାୟକଙ୍କ ଦରମା ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରାଯାଉ। 

assembly

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe