ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା ସମଲେଶ୍ବରୀ

ମହାଳୟା ଅବସରରେ ମା ସମଲେଶ୍ବରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ l ଆସନ୍ତା ୨୩ ତାରିଖ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ମା ସମଲେଶ୍ବରୀ ଏହି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ l

Untitled

ସମ୍ବଲପୁର: ମହାଳୟା ଅବସରରେ ମା ସମଲେଶ୍ବରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ l ଅର୍ଥାତ୍ ଏହି ବେଶରେ ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି l

ମହାଳୟା ଅବସରରେ ମା ସମଲେଶ୍ବରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏl ଅର୍ଥାତ୍ ଏହି ବେଶରେ ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛିl ଅଢ଼େଇ ଦିନ ଅର୍ଥାତ୍ ଆସନ୍ତା ୨୩ ତାରିଖ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ମା ସମଲେଶ୍ବରୀ ଏହି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।

Untitled

ଅଢ଼େଇ ଦିନ ଅର୍ଥାତ୍ ଆସନ୍ତା ୨୩ ତାରିଖ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ମା ସମଲେଶ୍ବରୀ ଏହି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe