ବିଜେଡି ହାତରୁ ଖସିଲା ଧର୍ମଶାଳା: ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ କୁମାର ବଳବନ୍ତରାୟ

ବିଜେଡି ହାତରୁ ଖସିଲା ଧର୍ମଶାଳା। ଏଠାକାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ତ ଗତ ନିର୍ବାଚନରେ ଶୋଚନୀୟଭାବେ ପରାଜୟ ବରଣ କରିଥିଲେ।  ଏବେ ତାଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟ ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

New Project (1)

ଧର୍ମଶାଳା: ବିଜେଡି ହାତରୁ ଖସିଲା ଧର୍ମଶାଳା। ଏଠାକାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ତ ଗତ ନିର୍ବାଚନରେ ଶୋଚନୀୟଭାବେ ପରାଜୟ ବରଣ କରିଥିଲେ।  ଏବେ ତାଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟ ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ବିଜେଡି ହାତରୁ ଖସିଲା ଧର୍ମଶାଳା। ଏଠାକାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ତ ଗତ ନିର୍ବାଚନରେ ଶୋଚନୀୟଭାବେ ପରାଜୟ ବରଣ କରିଥିଲେ।  ଏବେ ତାଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟ ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଆଗାମୀ  ୨୨ ତାରିଖରେ ଅନାସ୍ଥା ଥିଲା। ହେଲେ ସେ ଏହା ପୂର୍ବରୁ ଧର୍ମଶାଳା ବିଡିଓଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାଯାଇଛି।

ଆଗାମୀ  ୨୨ ତାରିଖରେ ଅନାସ୍ଥା ଥିଲା। ହେଲେ ସେ ଏହା ପୂର୍ବରୁ ଧର୍ମଶାଳା ବିଡିଓଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାଯାଇଛି। <lq 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe