ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦିବ୍ୟାଙ୍ଗ ଯୁବକ

Advertisment

ଶୌଚ ହେବାକୁ ଯାଇ ଲଗାଣ ବର୍ଷାରେ ଉଛୁଳା ପୋଖରୀରେ ବୁଡ଼ିଗଲା ଜଣେ ଦିବ୍ୟାଙ୍ଗ ଯୁବକଙ୍କର ଜୀବନ। ଏଭଳି ଘଟଣା ଘଟିଛି ଧୂଷୁରୀ ନଦୀଗାଁ ତିନିଘରିଆ ଗ୍ରାମରେ। ମୃତ ବ୍ୟକ୍ତି ହେଲେ ଜିତୁ ବସନ୍ତିଆ (୧୯)।

ଶୌଚ ହେବାକୁ ଯାଇ ଲଗାଣ ବର୍ଷାରେ ଉଛୁଳା ପୋଖରୀରେ ବୁଡ଼ିଗଲା ଜଣେ ଦିବ୍ୟାଙ୍ଗ ଯୁବକଙ୍କର ଜୀବନ। ଏଭଳି ଘଟଣା ଘଟିଛି ଧୂଷୁରୀ ନଦୀଗାଁ ତିନିଘରିଆ ଗ୍ରାମରେ। ମୃତ ବ୍ୟକ୍ତି ହେଲେ ଜିତୁ ବସନ୍ତିଆ (୧୯)।

01Bignews English

ଭଦ୍ରକ: ଶୌଚ ହେବାକୁ ଯାଇ ଲଗାଣ ବର୍ଷାରେ ଉଛୁଳା ପୋଖରୀରେ ବୁଡ଼ିଗଲା ଜଣେ ଦିବ୍ୟାଙ୍ଗ ଯୁବକଙ୍କର ଜୀବନ। ଏଭଳି ଘଟଣା ଘଟିଛି ଧୂଷୁରୀ ନଦୀଗାଁ ତିନିଘରିଆ ଗ୍ରାମରେ। ମୃତ ବ୍ୟକ୍ତି ହେଲେ ଜିତୁ ବସନ୍ତିଆ (୧୯)।

ଗ୍ରାମର ଉମାକାନ୍ତ ବସନ୍ତିଆଙ୍କ ପୁଅ ଜିତୁ ବସନ୍ତିଆ ଆଜି ଶୌଚ ହେବାକୁ ନିଜ ଘର ନିକଟସ୍ଥ ପୋଖରୀକୁ ଯିବା ସମୟରେ ଗୋଡ଼ ଖସି ଯାଇଥିଲା। ନଦୀ ପାର୍ଶ୍ୱ ଓ ଲଗାଣ ବର୍ଷାରେ ପୋଖରୀ ଉବୁଟୁବୁ ହେଉଥିବା ବେଳେ ପୋଖରୀରୁ ବାହାରିବା ସମ୍ଭବ ନଥିଲା। ଅନ୍ୟପଟେ ଜିତୁ ଜଣେ ମୁକ ହୋଇଥିବାରୁ ପାଟି କରି କାହାକୁ ଡାକି ପାରିନଥିଲେ। ପରେ ଜିତୁ ପାଣିରେ ଭାସୁଥିବା ଦେଖି ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଭଦ୍ରକ ମେଡିକାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe