ଦୁର୍ଦ୍ଦାନ୍ତ ମାଓବାଦୀ ବାସବରାଜୁଙ୍କ ଶବ ନେବା ପାଇଁ ପରିବାର ଲୋକେ ହଟହଟା

Advertisment

ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମଡ଼ ଜଙ୍ଗଲରେ ୨୭ ଜଣ ନକ୍ସଲ ନିପାତ ହୋଇଥିଲେ। ଏଥିରେ ସଂଗଠନର ମହାସଚିବ ନାମ୍ବଲା କେଶବ ରାଓ ଓରଫ୍‌ ବାସବରାଜୁ ଓରଫ୍‌ ଗଗନ୍ନା ନିହତ ହୋଇଥିଲା। ଏଣେ ବାସବରାଜୁଙ୍କ ଶବ ନେବା ପାଇଁ  ପରିବାର ଲୋକେ ହଟହଟା ହୋଇଥିବା ଜଣାଯାଇଛି।

Updated On

ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମଡ଼ ଜଙ୍ଗଲରେ ୨୭ ଜଣ ନକ୍ସଲ ନିପାତ ହୋଇଥିଲେ। ଏଥିରେ ସଂଗଠନର ମହାସଚିବ ନାମ୍ବଲା କେଶବ ରାଓ ଓରଫ୍‌ ବାସବରାଜୁ ଓରଫ୍‌ ଗଗନ୍ନା ନିହତ ହୋଇଥିଲା। ଏଣେ ବାସବରାଜୁଙ୍କ ଶବ ନେବା ପାଇଁ  ପରିବାର ଲୋକେ ହଟହଟା ହୋଇଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
bh

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମଡ଼ ଜଙ୍ଗଲରେ ୨୭ ଜଣ ନକ୍ସଲ ନିପାତ ହୋଇଥିଲେ। ଏଥିରେ ସଂଗଠନର ମହାସଚିବ ନାମ୍ବଲା କେଶବ ରାଓ ଓରଫ୍‌ ବାସବରାଜୁ ଓରଫ୍‌ ଗଗନ୍ନା ନିହତ ହୋଇଥିଲା। ଏଣେ ବାସବରାଜୁଙ୍କ ଶବ ନେବା ପାଇଁ  ପରିବାର ଲୋକେ ହଟହଟା ହୋଇଥିବା ଜଣାଯାଇଛି।

ବାସବରାଜୁଙ୍କ ଶବ ନେବା ପାଇଁ  ପରିବାର ଲୋକେ ହଟହଟା ହୋଇଥିବା ଜଣାଯାଇଛି। କେବଳ ବାସବରାଜୁ ନୁହନ୍ତି ତାଙ୍କ ସହ ତେଲେଙ୍ଗାନାର ୫ ମାଓବାଦୀଙ୍କ ଶବକୁ ନେଇ ବିବାଦ ଉପୁଜିଥିବା ଜଣାଯାଇଛି। ସେମାନଙ୍କୁ ଏ ଯାଏ ଶବ ହସ୍ତାନ୍ତର କରିନାହିଁ ନାରାୟଣପୁର ପୁଲିସ। ଶବ ପାଇଁ ନାରାଣପୁରରେ ଡେରା ପକାଇଛନ୍ତି ପରିଜନ। ଶବ ହସ୍ତାନ୍ତର ଲାଗି ପରିବାର ଲୋକେ ଆନ୍ଧ୍ର ହାଇକୋର୍ଟର ଦ୍ବାରସ୍ଥ ହୋଇ ଥିଲେ।  ତେଣେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଶବ ହସ୍ତାନ୍ତର କରା ଯାଉ ନ ଥିବା ସୁଚନା ରହିଛି।

 କେବଳ ବାସବରାଜୁ ନୁହନ୍ତି ତାଙ୍କ ସହ ତେଲେଙ୍ଗାନାର ୫ ମାଓବାଦୀଙ୍କ ଶବକୁ ନେଇ ବିବାଦ ଉପୁଜିଥିବା ଜଣାଯାଇଛି। ସେମାନଙ୍କୁ ଏ ଯାଏ ଶବ ହସ୍ତାନ୍ତର କରିନାହିଁ ନାରାୟଣପୁର ପୁଲିସ। ଶବ ପାଇଁ ନାରାଣପୁରରେ ଡେରା ପକାଇଛନ୍ତି ପରିଜନ। ଶବ ହସ୍ତାନ୍ତର ଲାଗି ପରିବାର ଲୋକେ ଆନ୍ଧ୍ର ହାଇକୋର୍ଟର ଦ୍ବାରସ୍ଥ ହୋଇ ଥିଲେ।  ତେଣେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଶବ ହସ୍ତାନ୍ତର କରା ଯାଉ ନ ଥିବା ସୁଚନା ରହିଛି।

maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe