ଟ୍ରକ୍ ଚାଳକଙ୍କ ଉପରେ ଚଢିଗଲା ନିଜ ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଜୀବନ

ବାଙ୍ଗିରିପୋଷି ଥାନା ଅଧୀନ ଜଗନ୍ନାଥଖୁଣ୍ଟା ଓଭର ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲା ଦୁର୍ଘଟଣାଗ୍ରସ୍ତ ଟ୍ରକ୍। ଫଳରେ ନିଜ ଗାଡ଼ିର ଚକ ତଳେ ପଡ଼ି ମୃତ୍ୟୁବରଣ କରିଥିଲେ ଚାଳକ।

bn

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଜଗନ୍ନାଥଖୁଣ୍ଟା ଓଭର ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲା ଦୁର୍ଘଟଣାଗ୍ରସ୍ତ ଟ୍ରକ୍। ଫଳରେ ନିଜ ଗାଡ଼ିର ଚକ ତଳେ ପଡ଼ି ମୃତ୍ୟୁବରଣ କରିଥିଲେ ଚାଳକ। ମୃତ ଚାଳକ ଜଣକ ପଶ୍ଚିମବଙ୍ଗ ରାଜ୍ୟର ଗଡବେତା ଅଞ୍ଚଳର ସମୀର ଦାସ ବୋଲି ଜଣା ପଡ଼ିଛି।

ବାଙ୍ଗିରିପୋଷି ଥାନା ଅଧୀନ ଜଗନ୍ନାଥଖୁଣ୍ଟା ଓଭର ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲା ଦୁର୍ଘଟଣାଗ୍ରସ୍ତ ଟ୍ରକ୍। ଫଳରେ ନିଜ ଗାଡ଼ିର ଚକ ତଳେ ପଡ଼ି ମୃତ୍ୟୁବରଣ କରିଥିଲେ ଚାଳକ। ମୃତ ଚାଳକ ଜଣକ ପଶ୍ଚିମବଙ୍ଗ ରାଜ୍ୟର ଗଡବେତା ଅଞ୍ଚଳର ସମୀର ଦାସ ବୋଲି ଜଣା ପଡ଼ିଛି।ତେବେ ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି।

ତେବେ ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe