ଓଲଟିଲା ବରଯାତ୍ରୀ ଗାଡ଼ି: ଚାଲିଗଲା ଚାଳକଙ୍କ ଜୀବନ, ୬ ଗୁରୁତର

Advertisment

ଆଜି ଭୋର ସମୟରେ ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଜାତୀୟ ରାଜପଥ ୨୬ କୋକସରା ଥାନା ଚିଲିଗୁଡ଼ା ଗାଁ ନିକଟରେ ରାସ୍ତାକଡ଼ରେ ଓଲଟି ପଡ଼ିବାରୁ ଗାଡ଼ିର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।

ଆଜି ଭୋର ସମୟରେ ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଜାତୀୟ ରାଜପଥ ୨୬ କୋକସରା ଥାନା ଚିଲିଗୁଡ଼ା ଗାଁ ନିକଟରେ ରାସ୍ତାକଡ଼ରେ ଓଲଟି ପଡ଼ିବାରୁ ଗାଡ଼ିର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।

bhui

କୋକସରା: ଆଜି ଭୋର ସମୟରେ ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଜାତୀୟ ରାଜପଥ ୨୬ କୋକସରା ଥାନା ଚିଲିଗୁଡ଼ା ଗାଁ ନିକଟରେ ରାସ୍ତାକଡ଼ରେ ଓଲଟି ପଡ଼ିବାରୁ ଗାଡ଼ିର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗୁରୁତର ଲୋକଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଜାତୀୟ ରାଜପଥ ୨୬ କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ରାସ୍ତାକଡ଼ରେ ଓଲଟି ପଡ଼ିବାରୁ ଗାଡ଼ିର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗୁରୁତର ଲୋକଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକ ହେଲେ ଜୁନାଗଡ଼ ଥାନା ବରଗାଁର ଭଜନ କର । ଗୁରୁତରମାନେ ହେଲେ ସୁବାସ ଖମାରି,ବବିଲୁ ହରିଜନ,ସୁମନ୍ତ କର,ଧର୍ମରାଜ କର,ଅରୁପ ଖମାରି ତୋଫାନ ସୁନାନୀ।

ମୃତକ ହେଲେ ଜୁନାଗଡ଼ ଥାନା ବରଗାଁର ଭଜନ କର । ଗୁରୁତରମାନେ ହେଲେ ସୁବାସ ଖମାରି,ବବିଲୁ ହରିଜନ,ସୁମନ୍ତ କର,ଧର୍ମରାଜ କର,ଅରୁପ ଖମାରି ତୋଫାନ ସୁନାନୀ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଛତିଶଗଡ଼ କେରଣ୍ଡୁଲରୁ ବରଯାତ୍ରୀ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। କୋକସରା ପୁଲିସ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe