ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଘଟଣାସ୍ଥଳରେ ଚାଲିଗଲା ଚାଳକଙ୍କ ଜୀବନ

Advertisment

ବଡ଼ଗଡ଼ ଥାନା ସିଙ୍ଗିପୁର ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଳକ ମୃତ, ଦୁଇ ଗୁରୁତର। ମୃତକ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଦୀପକ ବେହେରା। ଗୁରୁତରମାନେ ହେଲେ ଶଙ୍କର ମହାରଣା ଓ ରାଜେଶ ଗୌଡ଼।

ବଡ଼ଗଡ଼ ଥାନା ସିଙ୍ଗିପୁର ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଳକ ମୃତ, ଦୁଇ ଗୁରୁତର। ମୃତକ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଦୀପକ ବେହେରା। ଗୁରୁତରମାନେ ହେଲେ ଶଙ୍କର ମହାରଣା ଓ ରାଜେଶ ଗୌଡ଼।

ୁୀ

ସୋରଡ଼ା: ବଡ଼ଗଡ଼ ଥାନା ସିଙ୍ଗିପୁର ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଳକ ମୃତ, ଦୁଇ ଗୁରୁତର। ମୃତକ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଦୀପକ ବେହେରା। ଗୁରୁତରମାନେ ହେଲେ ଶଙ୍କର ମହାରଣା ଓ ରାଜେଶ ଗୌଡ଼।

ଗତକାଲି ବିଳମ୍ବିତ ରାତିରେ ବୁଗୁଡ଼ାରୁ ଯଜ୍ଞ ଦେଖି ବ୍ରହ୍ମପୁର ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା କାର୍। ସ୍ଥାନୀୟ ଲୋକେ ବଡ଼ଗଡ଼ ପୁଲିସକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି କାରରୁ ଗୁରୁତରମାନଙ୍କୁ ଉଦ୍ଧାର କରି ବଡ଼ଗଡ଼ ମେଡ଼ିକାଲରେ ଭର୍ତି କରିଥିଲେ। ଘଟଣା ସ୍ଥଳରେ ହିଁ କାର ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବୁଗୁଡ଼ାରୁ ଯଜ୍ଞ ଦେଖି ବ୍ରହ୍ମପୁର ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା କାର୍। ସ୍ଥାନୀୟ ଲୋକେ ବଡ଼ଗଡ଼ ପୁଲିସକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି କାରରୁ ଗୁରୁତରମାନଙ୍କୁ ଉଦ୍ଧାର କରି ବଡ଼ଗଡ଼ ମେଡ଼ିକାଲରେ ଭର୍ତି କରିଥିଲେ। ଘଟଣା ସ୍ଥଳରେ ହିଁ କାର ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe