ଗୋରୁ ମାଂସ ଚାଲାଣ କରୁଥିବା କାର୍ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଚାଳକଙ୍କ ଜୀବନ

ଏ‌କ ଗୋରୁ ମାଂସ ଚାଲାଣ ଗାଡ଼ି ଦୁର୍ଘଟଣା ଗସ୍ତ। ଏକ ଗୋରୁ ମାଂସ ଚାଲାଣ କରୁଥିବା କାର୍ ଟ୍ରଲରକୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକର ମୃତ୍ୟୁ ଘଟିଛି ।

Untitled

ସୁନ୍ଦରଗଡ଼: ଏ‌କ ଗୋରୁ ମାଂସ ଚାଲାଣ ଗାଡ଼ି ଦୁର୍ଘଟଣା ଗସ୍ତ। ଏକ ଗୋରୁ ମାଂସ ଚାଲାଣ କରୁଥିବା କାର୍ ଟ୍ରଲରକୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକର ମୃତ୍ୟୁ ଘଟିଛି ।

ଏ‌କ ଗୋରୁ ମାଂସ ଚାଲାଣ ଗାଡ଼ି ଦୁର୍ଘଟଣା ଗସ୍ତ। ଏକ ଗୋରୁ ମାଂସ ଚାଲାଣ କରୁଥିବା କାର୍ ଟ୍ରଲରକୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କାରରେ ରାଉରକେଲାରୁ ସମ୍ବଲପୁରକୁ ଗୋ ମାଂସ ଚାଲାଣ ହେଉଥିଲା। ଭାରସାମ୍ୟ ହରାଇ ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସ ୱେର ଜାମବାହାଲ ନିକଟରେ ଟ୍ରଲରକୁ ପିଟିଥିଲା କାର୍। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କାରରେ ରାଉରକେଲାରୁ ସମ୍ବଲପୁରକୁ ଗୋ ମାଂସ ଚାଲାଣ ହେଉଥିଲା। ଭାରସାମ୍ୟ ହରାଇ ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସ ୱେର  ଜାମବାହାଲ ନିକଟରେ ଟ୍ରଲରକୁ ପିଟିଥିଲା କାର୍। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe