Leading Gallery ତେଲିବନ୍ଧରେ ସାର୍ବଜନୀନ ଦୁର୍ଗାପୂଜା Advertisment ବୌଦ୍ଧ ବ୍ଲକ ତେଲିବନ୍ଧ ବସଷ୍ଟାଣ୍ଡ ଠାରେ ରୋପ କ୍ଲବ ଓ ତେଲିବନ୍ଧ ମିଳିତ ସହଯୋଗରେ ସାର୍ବଜନୀନ ଦୁର୍ଗାପୂଜାର ଆୟୋଜନ ହୋଇଛି। ବାଘୁଆମୁଣ୍ଡା ପୋଖରୀରୁ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପରେ ଦୁର୍ଗାଙ୍କ ଅଷ୍ଟମୀ ପୂଜା, ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା। October 11, 2024, 09:09 PM IST ବୌଦ୍ଧ ବ୍ଲକ ତେଲିବନ୍ଧ ବସଷ୍ଟାଣ୍ଡ ଠାରେ ରୋପ କ୍ଲବ ଓ ତେଲିବନ୍ଧ ମିଳିତ ସହଯୋଗରେ ସାର୍ବଜନୀନ ଦୁର୍ଗାପୂଜାର ଆୟୋଜନ ହୋଇଛି। ବାଘୁଆମୁଣ୍ଡା ପୋଖରୀରୁ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପରେ ଦୁର୍ଗାଙ୍କ ଅଷ୍ଟମୀ ପୂଜା, ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା। 11 Oct 2024 21:09 IST Mahendra Sahu Follow Us Boudh Durga Puja