ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା, ସୋରରେ ଅଟକିଛି ଶହଶହ ଗାଡ଼ି

Advertisment

ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସୋରରେ ମଧ୍ୟ ଦେଖିବାକୁ ମିଳିଛି।

ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସୋରରେ ମଧ୍ୟ ଦେଖିବାକୁ ମିଳିଛି।

2458904e-a922-43f2-a203-f6e65aca3837

ସୋର: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସୋରରେ ମଧ୍ୟ ଦେଖିବାକୁ ମିଳିଛି। ସୋର ବିଜେଡି ପକ୍ଷରୁ ବିଧାୟକ ମାଧବ ଧଡାଙ୍କ ନେତୃତ୍ୱରେ ୧୬ନଂ ଜାତୀୟ ରାଜପଥ ଉତ୍ତରେଶ୍ୱରଠାରେ ଜାତୀୟ ରାଜପଥ ଅବରୋଧ କରାଯାଇ ଟାୟାର ଜାଳି ପ୍ରତିବାଦ କରାଯାଇଛିl  ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ି ଅଟକି ରହିଥିବାରୁ  ଶହ ଶହ ଟ୍ରକ ଓ ଗାଡ଼ି ରାସ୍ତାରେ ଛିଡା ହେବା ସହ ରାସ୍ତା ଜାମ ଥିବା ଦେଖିବାକୁ ମିଳିଛି।

ଆଜି ଜିଲ୍ଲା ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସୋରରେ ମଧ୍ୟ ଦେଖିବାକୁ ମିଳିଛି। ସୋର ବିଜେଡି ପକ୍ଷରୁ ବିଧାୟକ ମାଧବ ଧଡାଙ୍କ ନେତୃତ୍ୱରେ ୧୬ନଂ ଜାତୀୟ ରାଜପଥ ଉତ୍ତରେଶ୍ୱରଠାରେ ଜାତୀୟ ରାଜପଥ ଅବରୋଧ କରାଯାଇ ଟାୟାର ଜାଳି ପ୍ରତିବାଦ କରାଯାଇଛିl  ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ି ଅଟକି ରହିଥିବାରୁ  ଶହ ଶହ ଟ୍ରକ ଓ ଗାଡ଼ି ରାସ୍ତାରେ ଛିଡା ହେବା ସହ ରାସ୍ତା ଜାମ ଥିବା ଦେଖିବାକୁ ମିଳିଛି।

dbd8a6cc-5ce8-45a5-92a6-801a23513858

ସକାଳ ୬ ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସହରର ଦୋକାନ ବଜାର ବନ୍ଦ ଅଛି। ଆଜି ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଥିବା ବେଳେ  ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe