ଆଠ ଫୁଟର ଅଜଗର ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବନାଞ୍ଚଳ ତରାମରା ଗ୍ରାମପଞ୍ଚାୟତର ରାନ୍ଦସାହି ଫୁଟବଲ ପଡ଼ିଆ ନିକଟରୁ ଅଜଗର ସାପ ଉଦ୍ଧାର କରିଛି ବନବିଭାଗ। ୧୨ ତାରିଖ ଦିନ ୨ଟା ସମୟରେ ଗାଈଚରାଳି ମାନେ ଅଜଗର ସାପକୁ ଦେଖି ଗ୍ରାମବାସୀ ଖବର ଦେଲେ।

snake

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବନାଞ୍ଚଳ ତରାମରା ଗ୍ରାମପଞ୍ଚାୟତର ରାନ୍ଦସାହି ଫୁଟବଲ ପଡ଼ିଆ ନିକଟରୁ ଅଜଗର ସାପ ଉଦ୍ଧାର କରିଛି ବନବିଭାଗ। ୧୨ ତାରିଖ ଦିନ ୨ଟା ସମୟରେ ଗାଈଚରାଳି ମାନେ ଅଜଗର ସାପକୁ ଦେଖି ଗ୍ରାମବାସୀ ଖବର ଦେଲେ।

ଅଜଗରକୁ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ରାଣୀଭୋଳ ଜଂଗଲରେ ଛାଡିଦେଇଛନ୍ତି। ଅଜଗର ସାପ ଟି ୮ଫୁଟ ଲମ୍ବ ଓ ଓଜନ ୩୦ କେଜିରୁ ଊର୍ଦ୍ଧ୍ବ ହେବ ବୋଲି ବନବିଭାଗ ସୂଚନା ଦେଇଛି। 

ଏ ଖବର ଠାକୁରମୁଣ୍ଡା ବନ ବିଭାଗ ପାଖରେ ପହଞ୍ଚିଲା। ସଂଙ୍ଗେ ସଂଙ୍ଗେ ଫରେଷ୍ଟର ବିଦ୍ୟାଧର ମହାନ୍ତ, ବନରଖି ଗାୟତ୍ରୀ ମହାନ୍ତ, ରାପିଡ ରେସପନ୍ସ ଟିମ ଓ ସବୁଜ ବାହିନୀ ମିଳିତ ହୋଇ ଅଜଗର ସାପକୁ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ରାଣୀଭୋଳ ଜଂଗଲରେ ଛାଡିଦେଇଛନ୍ତି। ଅଜଗର ସାପ ଟି ୮ଫୁଟ ଲମ୍ବ ଓ ଓଜନ ୩୦ କେଜିରୁ ଊର୍ଦ୍ଧ୍ବ ହେବ ବୋଲି ବନବିଭାଗ ସୂଚନା ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe