ସାନଭାଇର ଲୁହାଛଡ଼ ଆକ୍ରମଣରେ ଚାଲିଗଲା ବଡ଼ଭଉଣୀର ଜୀବନ

ଘରୋଇ କଳିକୁ କେନ୍ଦ୍ର କରି ସାନଭାଇର ଲୁହାଛଡ଼ ଆକ୍ରମଣରେ ବଡ଼ ଭଉଣୀର ମୃତ୍ୟୁ ହୋଇଛି l ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା  ମହୁଲପଦା ଥାନା ଜିନକଳା ଗ୍ରାମରେ l

Husband beat her to death

ରାଉରକେଲା: ଘରୋଇ କଳିକୁ କେନ୍ଦ୍ର କରି ସାନଭାଇର ଲୁହାଛଡ଼ ଆକ୍ରମଣରେ ବଡ଼ ଭଉଣୀର ମୃତ୍ୟୁ ହୋଇଛି l ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା  ମହୁଲପଦା ଥାନା ଜିନକଳା ଗ୍ରାମରେ l

ସାନଭାଇ ବିଜୟ ମାହାନ୍ତ ଓ ତାର ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିବା ଦେଖି ବଡ଼ବାପା ଝିଅ ବଡ଼ଭଉଣୀ ହେମଗିରି ମାହାନ୍ତ କାହିଁକି ଝଗଡ଼ା ହେଉଛ ବୋଲି ମଧ୍ୟସ୍ଥି କରୁଥିବା ନେଇ ଭାଇ ବିଜୟ ଉତ୍ତ୍ୟକ୍ତ ହୋଇ ଏକ ଲୁହାଛାଡ଼ରେ ମୁଣ୍ଡକୁ ଆକ୍ରମଣ କରିଥିଲା l ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଭାଇ ବିଜୟ ନିଜେ ଚିକିତ୍ସା ପାଇଁ ବଣାଇ ଡାକ୍ତରଖାନାକୁ ଆଣିଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe