ବାଲେଶ୍ୱର: ଗିଜର ମରାମତି ବେଳେ ଅବହେଳା କାରଣରୁ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅରଡ଼ବଜାର ନିକଟ ହରିପୁର ଗ୍ରାମରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ଅଚ୍ୟୁତ ବେହେରା।
ଗିଜର ମରାମତି ବେଳେ ବିଦ୍ୟୁତ ଆଘାତରେ ମିସ୍ତ୍ରୀ ମୃତ
Advertisment
Follow Us