ଭିମସାର କର୍କଟ ୱାର୍ଡରେ ବିଦ୍ୟୁତ ବିଭ୍ରାଟ,  ମୋବାଇଲ ଆଲୁଅରେ କେମୋ ଥେରାପି

ବୁର୍ଲା ଭିମସାରର କର୍କଟ ବିଭାଗରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଆଲୁଅରେ କେମୋ ଥେରାପି କରାଯାଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରାକ୍ ସୂଚନା ନଦେଇ ବିଦ୍ୟତୁ କାଟ କରାଯାଇଥିଲା। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ଅଧୀକ୍ଷକ କହିଛନ୍ତି।

bnj

ବୁର୍ଲା: ବୁର୍ଲା ଭିମସାରର କର୍କଟ ବିଭାଗରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଆଲୁଅରେ କେମୋ ଥେରାପି କରାଯାଇଥିବା ଅଭିଯୋଗ ହୋଇଛି। ବିଭାଗର ସ୍ବତନ୍ତ୍ର ଡିଜି ରହିଥିବା ସତ୍ତ୍ବେ ତାହାକୁ ବ୍ୟବହାର କରାଯାଇନାହିଁ। ଫଳରେ ଦୀର୍ଘ ତିନି ଘଣ୍ଟା ଅନ୍ଧାରରେ ରହିଥିଲା। ଏହି ସମୟରେ କେମୋ ଚାଲିଥିବା ରୋଗୀଙ୍କୁ ଅନ୍ୟ ଉପାୟ ନପାଇ ମୋବାଇଲ ଆଲୁଅରେ ଚିକିତ୍ସା କରାଯାଇଥିଲା।

ବୁର୍ଲା ଭିମସାରର କର୍କଟ ବିଭାଗରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଆଲୁଅରେ କେମୋ ଥେରାପି କରାଯାଇଥିବା ଅଭିଯୋଗ ହୋଇଛି। ବିଭାଗର ସ୍ବତନ୍ତ୍ର ଡିଜି ରହିଥିବା ସତ୍ତ୍ବେ ତାହାକୁ ବ୍ୟବହାର କରାଯାଇନାହିଁ। ଫଳରେ ଦୀର୍ଘ ତିନି ଘଣ୍ଟା ଅନ୍ଧାରରେ ରହିଥିଲା। ଏହି ସମୟରେ କେମୋ ଚାଲିଥିବା ରୋଗୀଙ୍କୁ ଅନ୍ୟ ଉପାୟ ନପାଇ ମୋବାଇଲ ଆଲୁଅରେ ଚିକିତ୍ସା କରାଯାଇଥିଲା। ବିଦ୍ୟୁତ ବିଭାଗର ଦାୟିତ୍ବହୀନତା ଯୋଗୁଁ କୌଣସି ପ୍ରାକ୍ ସୂଚନା ନଦେଇ ବିଦ୍ୟତୁ କାଟ କରାଯାଇଥିଲା। ଏହାକୁ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ଅଧୀକ୍ଷକ ଡାକ୍ତର.ଲାଲମୋହନ ନାୟକ କହିଛନ୍ତି।

ବିଦ୍ୟୁତ ବିଭାଗର ଦାୟିତ୍ବହୀନତା ଯୋଗୁଁ କୌଣସି ପ୍ରାକ୍ ସୂଚନା ନଦେଇ ବିଦ୍ୟତୁ କାଟ କରାଯାଇଥିଲା। ଏହାକୁ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ଅଧୀକ୍ଷକ ଡାକ୍ତର.ଲାଲମୋହନ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe