ସାତକୋଶିଆରେ ଅଘଟଣ, ବିଦ୍ୟୁତ ଆଘାତରେ ଦନ୍ତା ମୃତ

Advertisment

ସାତକୋଶିଆ ଅଭୟାରଣ୍ୟ ଅସୁରକ୍ଷିତ ହୋଇପଡ଼ିଛି। ବାରମ୍ବାର ହାତୀ ମୃତ୍ୟୁ ନେଇ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ୁଥିବା ବେଳେ ଆଜି ପୁଣି ଗୋଟିଏ ଦନ୍ତା ହାତୀର ଜୀବନ ଯାଇଛି। ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ସାତକୋଶିଆ ଅଭୟାରଣ୍ୟ ଅସୁରକ୍ଷିତ ହୋଇପଡ଼ିଛି। ବାରମ୍ବାର ହାତୀ ମୃତ୍ୟୁ ନେଇ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ୁଥିବା ବେଳେ ଆଜି ପୁଣି ଗୋଟିଏ ଦନ୍ତା ହାତୀର ଜୀବନ ଯାଇଛି। ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Elephant

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଅସୁରକ୍ଷିତ ହୋଇପଡ଼ିଛି। ବାରମ୍ବାର ହାତୀ ମୃତ୍ୟୁ ନେଇ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ୁଥିବା ବେଳେ ଆଜି ପୁଣି ଗୋଟିଏ ଦନ୍ତା ହାତୀର ଜୀବନ ଯାଇଛି।
ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ପାମ୍ପସର ବନାଞ୍ଚଳ କୁଲାଙ୍ଗୀ ଗାଁରେ ବିଦ୍ୟୁତ ଆଘାତରେ ଆଜି ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ଗାଁ ନିକଟରେ ଥିବା ଚାଷ ଜମି ପାର୍ଶ୍ୱରେ ଗତକାଲି ରାତିରେ ବିଦ୍ୟୁତ ତାର ବିଛା ଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ହାତୀଟି ଟଳି ପଡ଼ିଥିଲା। ତେବେ ଆଜି ଏହି ଘଟଣା ଜଣାପଡ଼ିବା ପରେ ବନ କର୍ମଚାରୀଙ୍କ ସହିତ ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଅଭୟାରଣ୍ୟରେ ବାରମ୍ବାର ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ ପାଉଛି।

ସାତକୋଶିଆ ଅଭୟାରଣ୍ୟ ପାମ୍ପସର ବନାଞ୍ଚଳ କୁଲାଙ୍ଗୀ ଗାଁରେ ବିଦ୍ୟୁତ ଆଘାତରେ ଆଜି ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ଗାଁ ନିକଟରେ ଥିବା ଚାଷ ଜମି ପାର୍ଶ୍ୱରେ ଗତକାଲି ରାତିରେ ବିଦ୍ୟୁତ ତାର ବିଛା ଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ହାତୀଟି ଟଳି ପଡ଼ିଥିଲା। ତେବେ ଆଜି ଏହି ଘଟଣା ଜଣାପଡ଼ିବା ପରେ ବନ କର୍ମଚାରୀଙ୍କ ସହିତ ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଅଭୟାରଣ୍ୟରେ ବାରମ୍ବାର ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ ପାଉଛି।

ସୂଚନାଯୋଗ୍ୟ, ଗତ ୧୩ତାରିଖରେ ଟିକରପଡା ବନାଞ୍ଚଳ ବେହେରା ସାହି ନିକଟରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ସେହିପରି ଗତ ମାର୍ଚ୍ଚ ମାସ ୨୩ତାରିଖ ଏକ ପାମ୍ପସର ବନାଞ୍ଚଳ ଏକ ଦନ୍ତା ମରିଥିଲେ। ଅନ୍ୟପକ୍ଷରେ ବିଦ୍ୟୁତ କରେଣ୍ଟ ଦେଇ ହାତୀ ମାରିଥିବା ଅଭିଯୋଗ ରେ ବନ ବିଭାଗ ଆଜି କୁଲାଙ୍ଗୀ ଗାଁର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe