ବୃଦ୍ଧାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡ଼ି ମାରିଲା ହାତୀ

Advertisment

ହାତୀ ଆକ୍ରମଣରେ ବୃଦ୍ଧା ମୃତ। ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ଗଳଦା ଗ୍ରାମର ସ୍ବର୍ଗତ ଦୀନବନ୍ଧୁ ମାଝୀଙ୍କ ସ୍ତ୍ରୀ ବନିତା ମାଝୀ (୬୫)।

ହାତୀ ଆକ୍ରମଣରେ ବୃଦ୍ଧା ମୃତ। ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ଗଳଦା ଗ୍ରାମର ସ୍ବର୍ଗତ ଦୀନବନ୍ଧୁ ମାଝୀଙ୍କ ସ୍ତ୍ରୀ ବନିତା ମାଝୀ (୬୫)।

Untitled

ତେଲକୋଇ: ହାତୀ ଆକ୍ରମଣରେ ବୃଦ୍ଧା ମୃତ। ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ଗଳଦା ଗ୍ରାମର ସ୍ବର୍ଗତ ଦୀନବନ୍ଧୁ ମାଝୀଙ୍କ ସ୍ତ୍ରୀ ବନିତା ମାଝୀ (୬୫)।

ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ବେଳେ ୯ ଟିକିଆ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ତାଙ୍କ ଘର ଭାଙ୍ଗି ଦେଇଛନ୍ତି। ଜୀବନ ବଞ୍ଚାଇବା ପାଇଁ ଆଈନାତୁଣୀ ପଡୋଶୀ ଘରକୁ ପ୍ରାଣ ବିକଳରେ ଧାଉଁଥିବା ବେଳେ ଘର ଠାରୁ ୧୦ ମିଟର ଦୂରରେ ହାତୀ ବନିତାଙ୍କୁ ଟାଣି ଆଣି କଚାଡ଼ି ମାରିଦେଇଥିଲା। ଅଳ୍ପକେ ନାତୁଣୀ ବର୍ତ୍ତି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ କାଳିଆହତା ଫାଣ୍ଡି ପୁଲିସ ପହଞ୍ଚି ଶବ ଉଦ୍ଧାର କରିଛି।ହାତୀ ଭୟରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ବେଳେ ୯ ଟିକିଆ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ତାଙ୍କ ଘର ଭାଙ୍ଗି ଦେଇଛନ୍ତି। ଜୀବନ ବଞ୍ଚାଇବା ପାଇଁ ଆଈନାତୁଣୀ ପଡୋଶୀ ଘରକୁ ପ୍ରାଣ ବିକଳରେ ଧାଉଁଥିବା ବେଳେ ଘର ଠାରୁ ୧୦ ମିଟର ଦୂରରେ ହାତୀ ବନିତାଙ୍କୁ ଟାଣି ଆଣି କଚାଡ଼ି ମାରିଦେଇଥିଲା। ଅଳ୍ପକେ ନାତୁଣୀ ବର୍ତ୍ତି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ କାଳିଆହତା ଫାଣ୍ଡି ପୁଲିସ ପହଞ୍ଚି ଶବ ଉଦ୍ଧାର କରିଛି।ହାତୀ ଭୟରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe