ବିଲକୁ ଯାଉଥିଲେ ମହିଳା: କଚାଡ଼ିଦେଲା ଦନ୍ତା

Advertisment

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ବାଘୁଆବୋଲ ଗ୍ରାମର ଟଙ୍କଧର ସାହୁଙ୍କ ପତ୍ନୀ ମନ୍ଦୋଦରୀ ସାହୁ(୪୮) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ବାଇକ ପଛରେ ବସି ବିଲକୁ ଯାଉଥିଲେ। ଯିବାବାଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ବାଘୁଆବୋଲ ଗ୍ରାମର ଟଙ୍କଧର ସାହୁଙ୍କ ପତ୍ନୀ ମନ୍ଦୋଦରୀ ସାହୁ(୪୮) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ବାଇକ ପଛରେ ବସି ବିଲକୁ ଯାଉଥିଲେ। ଯିବାବାଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

vghj

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ବାଘୁଆବୋଲ ଗ୍ରାମର ଟଙ୍କଧର ସାହୁଙ୍କ ପତ୍ନୀ ମନ୍ଦୋଦରୀ ସାହୁ(୪୮) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଆଜି ସକାଳ ୭ ଟାରେ ମନ୍ଦୋଦରୀ ଅନ୍ୟଜଣଙ୍କ ସାଙ୍ଗରେ ବାଇକ ପଛରେ ବସି ବିଲକୁ ଯାଉଥିଲେ। ଯିବାବାଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ଆଜି ସକାଳ ୭ ଟାରେ ମନ୍ଦୋଦରୀ ଅନ୍ୟଜଣଙ୍କ ସାଙ୍ଗରେ ବାଇକ ପଛରେ ବସି ବିଲକୁ ଯାଉଥିଲେ।ବାଇକରୁ ପଡ଼ିଯିବା ପରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ପ୍ରାଣ ବିକଳରେ ଅନ୍ୟଜଣଙ୍କ ବାଇକ ନେଇ ଖସି ପଳେଇ ଆସିଥିଲେ।

ବାଇକରୁ ପଡ଼ିଯିବା ପରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ପ୍ରାଣ ବିକଳରେ ଅନ୍ୟଜଣଙ୍କ ବାଇକ ନେଇ ଖସି ପଳେଇ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe