ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା: ଦଳିଦେଲା ଦନ୍ତା

Advertisment

ଢେଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜ ଆମ୍ବନଳି ଗାଁରେ ଆଜି ଭୋର ସମୟରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛିl ହଠାତ୍ ଦନ୍ତା ଜଣେ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ତାଙ୍କ ମୁଣ୍ଡକୁ ଦଳିଦେଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛିl

ଢେଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜ ଆମ୍ବନଳି ଗାଁରେ ଆଜି ଭୋର ସମୟରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛିl ହଠାତ୍ ଦନ୍ତା ଜଣେ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ତାଙ୍କ ମୁଣ୍ଡକୁ ଦଳିଦେଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛିl

hj

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜ ଆମ୍ବନଳି ଗାଁରେ ଆଜି ଭୋର ସମୟରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛିl ଭାମା ସାହୁ ନାମକ ଜଣେ ବୃଦ୍ଧା ଗାଁ ମୁଣ୍ଡ ଆମ୍ବତୋଟାକୁ ପାଚିଲା ଆମ୍ବ ଗୋଟାଇବାକୁ ଯାଇଥିଲେ l ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ତୋଟା ଭିତରେ ଲୁଚି ରହିଥିବା ଦନ୍ତା ହାତୀ ବିଷୟରେ ବୃଦ୍ଧା ଅବଗତ ନଥିଲେ l ହଠାତ୍ ଦନ୍ତା ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ତାଙ୍କ ମୁଣ୍ଡକୁ ଦଳିଦେଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛିl

ଭାମା ସାହୁ ନାମକ ଜଣେ ବୃଦ୍ଧା ଗାଁ ମୁଣ୍ଡ ଆମ୍ବତୋଟାକୁ ପାଚିଲା ଆମ୍ବ ଗୋଟାଇବାକୁ ଯାଇଥିଲେ l ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ତୋଟା ଭିତରେ ଲୁଚି ରହିଥିବା ଦନ୍ତା ହାତୀ ବିଷୟରେ ବୃଦ୍ଧା ଅବଗତ ନଥିଲେ l ହଠାତ୍ ଦନ୍ତା ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ତାଙ୍କ ମୁଣ୍ଡକୁ ଦଳିଦେଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛିl

ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛିl ବନ ବିଭାଗ ଅବହେଳା ଯୋଗୁଁ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଧନ ଜୀବନ କ୍ଷତି ଘଟୁଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe