ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ

Advertisment

କେନ୍ଦୁଝର ଜିଲ୍ଲା ବାମବାରି ସେକସନ ଅନ୍ତର୍ଗତ ଖଜୁରୀଡ଼ିହି ଗ୍ରାମରେ ଆଜି ଭୋର ସମୟରେ ଦନ୍ତା ହାତୀ ଆକ୍ରମଣରେ  ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ମୃତ ବ୍ୟକ୍ତିଙ୍କର ନାମ ଗୁରୁଚରଣ ନାଏକ (୪୧) |

କେନ୍ଦୁଝର ଜିଲ୍ଲା ବାମବାରି ସେକସନ ଅନ୍ତର୍ଗତ ଖଜୁରୀଡ଼ିହି ଗ୍ରାମରେ ଆଜି ଭୋର ସମୟରେ ଦନ୍ତା ହାତୀ ଆକ୍ରମଣରେ  ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ମୃତ ବ୍ୟକ୍ତିଙ୍କର ନାମ ଗୁରୁଚରଣ ନାଏକ (୪୧) |

elephant

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମବାରି ସେକସନ ଅନ୍ତର୍ଗତ ଖଜୁରୀଡ଼ିହି ଗ୍ରାମରେ ଆଜି ଭୋର ସମୟରେ ଦନ୍ତା ହାତୀ ଆକ୍ରମଣରେ  ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ମୃତ ବ୍ୟକ୍ତିଙ୍କର ନାମ ଗୁରୁଚରଣ ନାଏକ (୪୧) | ତାଙ୍କ ଘର ନୟାଗଡ଼ ଗ୍ରାମରେ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe