ହରିଣ ଛାଲ ଓ ମୟୂର ପୁଚ୍ଛ ଜବତ, ଅବସରପ୍ରାପ୍ତ ବନପାଳ ଗିରଫ

ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ଆଜି ଜଣେ ଅବସରପ୍ରାପ୍ତ ବନପାଳଙ୍କ ଘରୁ ହରିଣ ଛାଲ ଓ ମୟୂର ପୁଚ୍ଛ ଜବତ କରିଛି ବନ ବିଭାଗ। ଗିରଫ ଅବସରପ୍ରାପ୍ତ ବନପାଳ ହେଲେ ସେହି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ।

Untitled-11

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ଆଜି ଜଣେ ଅବସର ପ୍ରାପ୍ତବନପାଳଙ୍କ ଘରୁ ହରିଣ ଛାଲ ଓ ମୟୂର ପୁଚ୍ଛ ଜବତ କରିଛି ବନ ବିଭାଗ। ଗିରଫ ଅବସରପ୍ରାପ୍ତ ବନପାଳ ହେଲେ ସେହି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ। ତାଙ୍କ ନିକଟରୁ ୧୭ଟି ମୟୂର ପୁଚ୍ଛ ଓ ହରିଣ ଛାଲ ଜବତ କରିଛି ବନ ବିଭାଗ। ଏଥିସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ l

Untitled

ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ଆଜି ଜଣେ ଅବସର ପ୍ରାପ୍ତବନପାଳଙ୍କ ଘରୁ ହରିଣ ଛାଲ ଓ ମୟୂର ପୁଚ୍ଛ ଜବତ କରିଛି ବନ ବିଭାଗ। ଗିରଫ ଅବସରପ୍ରାପ୍ତ ବନପାଳ ହେଲେ ସେହି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ। ତାଙ୍କ ନିକଟରୁ ୧୭ଟି ମୟୂର ପୁଚ୍ଛ ଓ ହରିଣ ଛାଲ ଜବତ କରିଛି ବନ ବିଭାଗ। ଏଥିସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ l

ଡାକ୍ତରୀ ଯାଞ୍ଚ ପରେ ଅଭିଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe