ଯେତେ ବିରୋଧ କରାଗଲେ ବି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଛାଡ଼ି ପାରିବେନି: ପ୍ରଦୀପ ପୁରୋହିତ

Advertisment

ସମୟ ଆସିବ ବିଜେଡି ଛଅ କି ସାତ ଖଣ୍ଡ ହୋଇପାରେ। ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନ ଠିକ୍ ଭାବେ ଲଢ଼ିପାରିବ କି ନାହିଁ ସେନେଇ ଦଳ ଭିତରେ ସନ୍ଦେହ ଉପୁଜିଲାଣି। ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

ସମୟ ଆସିବ ବିଜେଡି ଛଅ କି ସାତ ଖଣ୍ଡ ହୋଇପାରେ। ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନ ଠିକ୍ ଭାବେ ଲଢ଼ିପାରିବ କି ନାହିଁ ସେନେଇ ଦଳ ଭିତରେ ସନ୍ଦେହ ଉପୁଜିଲାଣି। ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

bhi

ଭୁବନେଶ୍ବର: ବିଜେଡି ଆଗକୁ ଖଣ୍ଡ ଖଣ୍ଡ ହୋଇଯିବ। ବରିଷ୍ଠ ନେତାମାନେ ନୂଆ ଦଳ ଗଢ଼ିବାକୁ ମନ ବନେଇସାରିଲେଣି। ଇତିମଧ୍ୟରେ ଦଳର ବରିଷ୍ଠ ନେତାମାନଙ୍କର ୨ରୁ ୩ ବୈଠକ ହୋଇସାରିଲାଣି। ଅଧିକାଂଶ ନେତା ପାଣ୍ଡିଆନଙ୍କୁ ବିରୋଧ କଲେଣି। ସମୟ ଆସିବ ବିଜେଡି ୪ କି ୫ ନୁହେଁ, ବରଂ ଛଅରୁ ୭ ଖଣ୍ଡ ବି ହୋଇପାରେ। ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନ ଠିକ୍ ଭାବେ ଲଢ଼ିପାରିବ କି ନାହିଁ ସେନେଇ ଦଳ ଭିତରେ ସନ୍ଦେହ ଉପୁଜିଲାଣି। ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

ବରିଷ୍ଠ ନେତାମାନେ ନୂଆ ଦଳ ଗଢ଼ିବାକୁ ମନ ବନେଇସାରିଲେଣି। ଇତିମଧ୍ୟରେ ଦଳର ବରିଷ୍ଠ ନେତାମାନଙ୍କର ୨ରୁ ୩ ବୈଠକ ହୋଇସାରିଲାଣି। ଅଧିକାଂଶ ନେତା ପାଣ୍ଡିଆନଙ୍କୁ ବିରୋଧ କଲେଣି। ସମୟ ଆସିବ ବିଜେଡି ୪ କି ୫ ନୁହେଁ, ବରଂ ଛଅରୁ ୭ ଖଣ୍ଡ ବି ହୋଇପାରେ। ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନ ଠିକ୍ ଭାବେ ଲଢ଼ିପାରିବ କି ନାହିଁ ସେନେଇ ଦଳ ଭିତରେ ସନ୍ଦେହ ଉପୁଜିଲାଣି। ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ସେ  ଆହୁରି କହିଛନ୍ତି, ପାଣ୍ଡିଆନଙ୍କ ବିନା ନବୀନ ଅସହାୟ। ସେ କେବଳ ଦସ୍ତଖତ କରନ୍ତି। ଯେତେ ବିରୋଧ କରାଗଲେ ବି ନବୀନ  ପାଣ୍ଡିଆନଙ୍କୁ ଛାଡ଼ି ପାରିବେନି

ସେ  ଆହୁରି କହିଛନ୍ତି, ପାଣ୍ଡିଆନଙ୍କ ବିନା ନବୀନ ଅସହାୟ। ସେ କେବଳ ଦସ୍ତଖତ କରନ୍ତି। ଯେତେ ବିରୋଧ କରାଗଲେ ବି ନବୀନ  ପାଣ୍ଡିଆନଙ୍କୁ ଛାଡ଼ି ପାରିବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe