Advertisment

ଶିକ୍ଷା ବିଭାଗର ନୂଆ ନିୟମ: ଫେଲ୍‌ ହେଲେ ପୁଣି ଥରେ ପରୀକ୍ଷା ଦେବେ ପିଲା

Advertisment

ପାଠ ନପଢ଼ିଲେ ପରୀକ୍ଷାରେ ଫେଲ୍‌। ଯାହାତାହା ଲେଖି ଆଉ ପରୀକ୍ଷା ରୂପକ ବୈତରଣୀ ପାରି ହୋଇ ହେବନାହିଁ। ରାଜ୍ୟ ସରକାର ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି।

ପାଠ ନପଢ଼ିଲେ ପରୀକ୍ଷାରେ ଫେଲ୍‌। ଯାହାତାହା ଲେଖି ଆଉ ପରୀକ୍ଷା ରୂପକ ବୈତରଣୀ ପାରି ହୋଇ ହେବନାହିଁ। ରାଜ୍ୟ ସରକାର ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି।

school students

ଭୁବନେଶ୍ବର: ପାଠ ନପଢ଼ିଲେ ପରୀକ୍ଷାରେ ଫେଲ୍‌। ଯାହାତାହା ଲେଖି ଆଉ ପରୀକ୍ଷା ରୂପକ ବୈତରଣୀ ପାରି ହୋଇ ହେବନାହିଁ। ରାଜ୍ୟ ସରକାର ପାସ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି। ନିୟମ ବଦଳି ଥିବାରୁ  ସ୍କୁଲ ପରୀକ୍ଷା ବିନା ପରିଶ୍ରମରେ ପାସ୍‌ କରିହେବ ନାହିଁ।

ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହୋଇଛି। ଫେଲ୍‌ ହେଲେ ୨ ମାସରେ ପୁନଃ ପରୀକ୍ଷା ଦେବାକୁ ପଡ଼ିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛ ଯେ, ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ପରୀକ୍ଷାରେ ଫେଲ୍‌ ହେଲେ ପୁନଃ ପରୀକ୍ଷା ଦେବେ। ଦୁଇ ମାସ ମଧ୍ୟରେ ଏହି ପରୀକ୍ଷା ଆଉ ଥରେ ଦେବାକୁ ହେବ। ଯଦି ପୁଣି ଫେଲ ହେଉଛନ୍ତି, ତେବେ ସେହି ଶ୍ରେଣୀରେ ରହିବେ। କାହାରିକୁ ସ୍କୁଲରୁ ବିଦା କରାଯିବ ନାହିଁ। 

Education | school

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe