ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଆଖିବୁଜିଲେ ଦୁଇ ବଳଦ

Advertisment

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ନଂ ଜାତୀୟ ରାଜପଥ ଧରଣୀଧରପାଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇଛିl ମୃତକ ହେଲେ କନ୍ତସରା ଗ୍ରାମର କଂସାଳି ପାତ୍ରl

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ନଂ ଜାତୀୟ ରାଜପଥ ଧରଣୀଧରପାଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇଛିl ମୃତକ ହେଲେ କନ୍ତସରା ଗ୍ରାମର କଂସାଳି ପାତ୍ରl

dfgh

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ନଂ ଜାତୀୟ ରାଜପଥ ଧରଣୀଧରପାଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇଛିl ମୃତକ ହେଲେ କନ୍ତସରା ଗ୍ରାମର କଂସାଳି ପାତ୍ରl ବଣାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l

ଚାଷୀ କଂସାଳି ଦୁଇଟି ବଳଦ ନିକଟସ୍ଥ ଗମଲେଇ ହାଟକୁ ଯିବାକୁ ରାତି ପ୍ରାୟ ତିନିଟାରେ ଘରୁ ବାହାରି ଥିଲେ l ୧୪୩ ନଂ ଜାତୀୟ ରାଜପଥରେ ଦୁଇ ବଳଦ ସହ ସେ ଚାଲିଚାଲି ଯାଉଥିଲେ l ଧରଣୀଧରପାଲି ନିକଟରେ ପଛରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଅଜଣା ଗାଡ଼ି କଂସାଳିଙ୍କ ସହ ଦୁଇ ବଳଦ ଉପରେ ଚଢ଼ି ଚାଲି ଯାଇଥିଲା l ଫଳରେ ଘଟଣାସ୍ଥଳରେ ଚାଷୀ କଂସାଳିଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇ ଯାଇଥିଲା l

ମିଳିଥିବା ସୂଚନା ମୁତାବକ ଚାଷୀ କଂସାଳି ଦୁଇଟି ବଳଦ ନିକଟସ୍ଥ ଗମଲେଇ ହାଟକୁ ଯିବାକୁ ରାତି ପ୍ରାୟ ତିନିଟାରେ ଘରୁ ବାହାରି ଥିଲେ l ୧୪୩ ନଂ ଜାତୀୟ ରାଜପଥରେ ଦୁଇ ବଳଦ ସହ ସେ ଚାଲିଚାଲି ଯାଉଥିଲେ l ଧରଣୀଧରପାଲି ନିକଟରେ ପଛରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଅଜଣା ଗାଡ଼ି କଂସାଳିଙ୍କ ସହ ଦୁଇ ବଳଦ ଉପରେ ଚଢ଼ି ଚାଲି ଯାଇଥିଲା l ଫଳରେ ଘଟଣାସ୍ଥଳରେ ଚାଷୀ କଂସାଳିଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇ ଯାଇଥିଲା l କେନାଭେଟା ପୂର୍ବତନ ସରପଞ୍ଚ ରୁଷି କିସାନ ଓ ସ୍ଥାନୀୟ ଲୋକ ମୃତ ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe