ଘରେ ଶୋଇଥିବା ବେଳେ ପଡ଼ିଗଲା ଚାଳ: ବାପା ମୃତ, ଅଳ୍ପକେ ବର୍ତ୍ତିଗଲେ ଦୁଇ ନାବାଳକ

Advertisment

ଘରେ ଶୋଇଥିବା ବେଳେ ପଡିଗଲା ଚାଳl ବାପା ଜେନା ମୁଣ୍ଡାରୀ (୪୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଦୁଇ ନାବାଳକ l ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମର ମୁଣ୍ଡାରୀ ବସ୍ତିରେ।

ଘରେ ଶୋଇଥିବା ବେଳେ ପଡିଗଲା ଚାଳl ବାପା ଜେନା ମୁଣ୍ଡାରୀ (୪୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଦୁଇ ନାବାଳକ l ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମର ମୁଣ୍ଡାରୀ ବସ୍ତିରେ।

kl

ରାଉରକେଲା: ଘରେ ଶୋଇଥିବା ବେଳେ ପଡିଗଲା ଚାଳl ବାପା ଜେନା ମୁଣ୍ଡାରୀ (୪୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଦୁଇ ନାବାଳକ l ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମର ମୁଣ୍ଡାରୀ ବସ୍ତିରେ।

ଜେନା ମୁଣ୍ଡାରୀ (୪୫) ପାଞ୍ଚ ବର୍ଷ ହେଲା ଘର ପାଇଁ ଆବେଦନ କରି ବିଫଳ ହେବା ପରେ ନିଜେ ଏକ ଝାଟିମାଟି ଘର କରି ରହୁଥିଲେ l ଗତ ରାତି ଘର ଛପରରେ ଲାଗିଥିବା କଡ଼ି ଭାଙ୍ଗି ତାଙ୍କୁ ମାଡ଼ିବସିଥିଲା। ଆହତ ଅବସ୍ଥାରେ ଜେନା ମୁଣ୍ଡାରୀଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଗ୍ରାମବାସୀ ଉଦ୍ଧାର କରି ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେl

ପାଞ୍ଚ ବର୍ଷ ହେଲା ଘର ପାଇଁ ଆବେଦନ କରି ବିଫଳ ହେବା ପରେ ନିଜେ ଏକ ଝାଟିମାଟି ଘର କରି ରହୁଥିଲେ l ଗତ ରାତି ଘର ଛପରରେ ଲାଗିଥିବା କଡ଼ି ଭାଙ୍ଗି ମାଡ଼ିବସିଥିଲା। ଆହତ ଅବସ୍ଥାରେ ଜେନା ମୁଣ୍ଡାରୀଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଗ୍ରାମବାସୀ ଉଦ୍ଧାର କରି ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe