ପୁଅ ସାମ୍ନାରେ ଚାଲିଗଲା ବାପାର ଜୀବନ: ଗୁରୁତର ଅବସ୍ଥାରେ ପୁଅ ଡାକ୍ତରଖାନାରେ ଭର୍ତ୍ତି

Advertisment

ପୁଅ ସାମ୍ନାରେ ଚାଲିଗଲା ବାପାର ଜୀବନ। ପରୀକ୍ଷା ପାଇଁ ପୁଅକୁ ନେଇ କଲେଜ ଯାଉଥିବା ସମୟରେ ଦୁର୍ଘଟଣା ଘଟି ବାପାଙ୍କ ମୃତ୍ୟୁ ଘଟିଛି। ପୁଅକୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ପୁଅ ସାମ୍ନାରେ ଚାଲିଗଲା ବାପାର ଜୀବନ। ପରୀକ୍ଷା ପାଇଁ ପୁଅକୁ ନେଇ କଲେଜ ଯାଉଥିବା ସମୟରେ ଦୁର୍ଘଟଣା ଘଟି ବାପାଙ୍କ ମୃତ୍ୟୁ ଘଟିଛି। ପୁଅକୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି ।

zx

କଣ୍ଟାବାଞ୍ଜି: ପୁଅ ସାମ୍ନାରେ ଚାଲିଗଲା ବାପାର ଜୀବନ। ପରୀକ୍ଷା ପାଇଁ ପୁଅକୁ ନେଇ କଲେଜ ଯାଉଥିବା ସମୟରେ ଦୁର୍ଘଟଣା ଘଟି ବାପାଙ୍କ ମୃତ୍ୟୁ ଘଟିଛି। ପୁଅକୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି । 

ଆଜି ସକାଳୁ ପାଟଣାଗଡ଼ ଅଞ୍ଚଳ ତାଳଜୁରି ଗାଁର ସମୀର ସା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବା ପାଇଁ ବାପା ପ୍ରହ୍ଲାଦ ସାଙ୍କ ସହ ବାଇକରେ କରଙ୍ଗାମାଲ କଲେଜକୁ ଯାଉଥିଲେ। ବଙ୍ଗୋମୁଣ୍ଡା ନୂଆ ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ପୋଲ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣା ସ୍ଥଳରେ ପ୍ରହ୍ଲାଦଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ସକାଳୁ ପାଟଣାଗଡ଼ ଅଞ୍ଚଳ ତାଳଜୁରି ଗାଁର ସମୀର ସା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବା ପାଇଁ ବାପା ପ୍ରହ୍ଲାଦ ସାଙ୍କ ସହ ବାଇକରେ କରଙ୍ଗାମାଲ କଲେଜକୁ ଯାଉଥିଲେ। ବଙ୍ଗୋମୁଣ୍ଡା ନୂଆ ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ପୋଲ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣା ସ୍ଥଳରେ ପ୍ରହ୍ଲାଦଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe