ବାପାର ଛୁରାମାଡ଼ରେ ଚାଲିଗଲା ମଦ୍ୟପ ପୁଅର ଜୀବନ

ବାପାର ଛୁରାମାଡ଼ରେ ପୁଅ ମୃତ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ସୀଙ୍ଗମିଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜିତେନ୍ଦ୍ର ମଲ୍ଲିକ (୨୩) ବୋଲି ଜଣାଯାଇଛି।

az

ବାଲିଗୁଡ଼ା: ବାପାର ଛୁରାମାଡ଼ରେ ପୁଅ ମୃତ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ସୀଙ୍ଗମିଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପା।

ଆଜି ସକାଳେ ପୁଅ ଜିତେନ୍ଦ୍ର ମଲ୍ଲିକ (୨୩) ମଦ୍ୟପାନ କରି ଘରେ ଜିନିଷପତ୍ର ଭଙ୍ଗାରୁଜା କରିବା ପରେ ବାପା ଘଟାଇଲା ଏଭଳି ଘଟଣା, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ନଥିବା ବେଳେ ଏ ନେଇ ଖବର ମିଳିଥିବା କହିଛନ୍ତି ଥାନା ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe