ନାବାଳକ ପୁଅର ଆକ୍ରମଣରେ ବାପା ଗୁରୁତର

Advertisment

ନାବାଳକ ପୁଅର ଆକ୍ରମଣରେ ତାଙ୍କ ବାପା ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି କେଶବ ମହାନ୍ତି।

3 children serious thimet

Woman inmate runs away from SCB Medical Center after kicking jail guard

ବାଲେଶ୍ୱର: ସଦର ଥାନା ବେଲବାରିଆ ଅଞ୍ଚଳରେ ନାବାଳକ ପୁଅର ଆକ୍ରମଣରେ ତାଙ୍କ ବାପା ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି କେଶବ ମହାନ୍ତି। ତେବେ ଥାନାରେ ଏନେଇ ଅଭିଯୋଗ ହୋଇନଥିବା ବେଳେ ଘଟଣା ପଛର କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe