ବୋଲବମ୍ ଭ୍ୟାନ୍ ଧକ୍କାରେ ବାପା ଓ ପାଞ୍ଚ ବର୍ଷ ପୁଅର ମୃତ୍ୟୁ

Advertisment

ବୋଲବମ୍ ଭ୍ୟାନ ଧକ୍କାରେ ବାଇକରେ ଥିବା ବାପା ଓ ପାଞ୍ଚ ବର୍ଷ ପୁଅ ମୃତ୍ୟୁବରଣ କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ।

ବୋଲବମ୍ ଭ୍ୟାନ ଧକ୍କାରେ ବାଇକରେ ଥିବା ବାପା ଓ ପାଞ୍ଚ ବର୍ଷ ପୁଅ ମୃତ୍ୟୁବରଣ କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ।

New Project (5)

କୋରାପୁଟ: ବୋଲବମ୍ ଭ୍ୟାନ ଧକ୍କାରେ ବାଇକରେ ଥିବା ବାପା ଓ ପାଞ୍ଚ ବର୍ଷ ପୁଅ ମୃତ୍ୟୁବରଣ କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ। ଦୁର୍ଘଟଣା ଏମିତି ହେଇଛି ଯେ ଭ୍ୟାନଟି ବାଇକକୁ ଧକ୍କା ଦେଲା ପରେ ହୁତୁହୂତୁ ହୋଇ ଜଳୁଛି ବାଇକ।

ବୋଲବମ୍ ଭ୍ୟାନ ଧକ୍କାରେ ବାଇକରେ ଥିବା ବାପା ଓ ପାଞ୍ଚ ବର୍ଷ ପୁଅ ମୃତ୍ୟୁବରଣ କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ। ଭ୍ୟାନଟି କାକରିଗୁମାରୁ ବୋଲ ଭମ ଭକ୍ତଙ୍କୁ ଧରି ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲା। ଏବଂ ବାଇକ ଆରୋହୀ ଜଣକ କୋରାପୁଟର ପୋଡାଗଡ ଅଭିମୁଖେ ଯାଇଥିଲେ। ମୃତକଙ୍କ ପରିଚୟ ମିଳି ପାରିନାହିଁ। ବାପା ପୁଅଙ୍କ ମୃତଦେହ ରାସ୍ତାରେ ପଡ଼ି ରହିଛି।

ସୂଚନା ଅନୁଯାୟୀ, ଭ୍ୟାନଟି କାକରିଗୁମାରୁ ବୋଲ ଭମ ଭକ୍ତଙ୍କୁ ଧରି ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲା। ଏବଂ ବାଇକ ଆରୋହୀ ଜଣକ କୋରାପୁଟର ପୋଡାଗଡ ଅଭିମୁଖେ ଯାଇଥିଲେ। ମୃତକଙ୍କ ପରିଚୟ ମିଳି ପାରିନାହିଁ। ବାପା ପୁଅଙ୍କ ମୃତଦେହ ରାସ୍ତାରେ ପଡ଼ି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe