ୟୁରିଆ ସାର ବୋଝେଇ ପିକ୍‌ଅପ୍‌କୁ ଅଟକାଇଲେ ବିରିପାଲି ଗ୍ରାମବାସୀ

ରାଜ୍ୟ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ୟୁରିଆ ସାରର ଅଭାବ ଦେଖାଦେଇଥିବା ବେଳେ ଚଢ଼ା ଦରରେ ବିକ୍ରି ଅଭିଯୋଗ ହେଉଛି। ବିରିପାଲି ପଞ୍ଚାୟତର ଚାଷୀଙ୍କୁ ୟୁରିଆ ସାର ବିକ୍ରି ନ କରି ସ୍ଥାନୀୟ ରିଟେଲର ଜିତେନ୍ଦ୍ର ସାହୁ ଏକ ପିକ୍‌ଅପ୍‌ ଯୋଗେ...

bhalu

ଭାଲୁମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ୟୁରିଆ ସାରର ଅଭାବ ଦେଖାଦେଇଥିବା ବେଳେ ଚଢ଼ା ଦରରେ ବିକ୍ରି ଅଭିଯୋଗ ହେଉଛି। ବିରିପାଲି ପଞ୍ଚାୟତର ଚାଷୀଙ୍କୁ ୟୁରିଆ ସାର ବିକ୍ରି ନ କରି ସ୍ଥାନୀୟ ରିଟେଲର ଜିତେନ୍ଦ୍ର ସାହୁ ଏକ ପିକ୍‌ଅପ୍‌ ଯୋଗେ ଅନ୍ୟତ୍ର ବେଆଇନ ଭାବେ ଚାଲାଣ କରୁଥିବା ବେଳେ ଗ୍ରାମବାସୀ ସାର ବୋଝେଇ ପିକ୍‌ଅପ୍‌କୁ ଅଟକ ରଖି ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ରିଟେଲରଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ  ପଂଚାୟତବାସୀମାନେ ଦାବି କରିଛନ୍ତି।

 Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe