କୁଚିଣ୍ଡାରେ ଭୟାବହ ଅଗ୍ନିକାଣ୍ଡ: କୋଟି କୋଟି ଟଙ୍କାର‌ କପଡା ପୋଡ଼ି ପାଉଁଶ

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର‌ କପଡା ପୋଡ଼ି ପାଉଁଶ ହୋଇଯାଇଛି। କୁଚିଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା କ୍ବାଲିଟି ଦୋକାନରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି।

zz

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର‌ କପଡା ପୋଡ଼ି ପାଉଁଶ ହୋଇଯାଇଛି। କୁଚିଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା କ୍ବାଲିଟି ଦୋକାନରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏହାଫଳରେ କୋଟି କୋଟି ଟଙ୍କାର‌ କପଡା ନଷ୍ଟ ହୋଇଛି।

 ଖବର ପାଇ କୁଚିଣ୍ଡା, ଜମନକିରା, କୁଲାବିରା ଓ ଝାରସୁଗୁଡ଼ା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ଚେଷ୍ଟା ଜାରି ରଖିଛନ୍ତି। ୫ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ ରହିଛି।

fire

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe