ଖଇରାରେ ଭୟାବହ ଅଗ୍ନିକାଣ୍ଡ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ଭୟାଵହ ଅଗ୍ନିକାଣ୍ଡ ଘଟି ବାସଗୃହ ସମେତ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛିl ଖଇରା ଦମକଳ ଗାଡ଼ି ବିଳମ୍ବରେ ପହଞ୍ଚିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି l 

xc

ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ଭୟାଵହ ଅଗ୍ନିକାଣ୍ଡ ଘଟି ବାସଗୃହ ସମେତ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛିl ଖଇରା ଦମକଳ ଗାଡ଼ି ବିଳମ୍ବରେ ପହଞ୍ଚିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି l 

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ପ୍ରଶାନ୍ତ ବେହେରା ଏକା ଭେରାଇଟି ଷ୍ଟୋର କରିଥିଲେ l ଆଜି ହଠାତ ପ୍ରଥମେ ଦୋକାନ ଘରେ ନିଆଁ ଲାଗିବା ପରେ ନିଆଁର ଧାସ ଏତେ ପ୍ରଖର ଥିଲା ଯେ ସଙ୍ଗେସଙ୍ଗେ ରହୁଥିବା ବାସଗୃହକୁ ବ୍ୟାପି ଯାଇଥିଲା l ଫଳରେ ଦୋକାନରେ ଥିବା ୩ଗୋଟି ଫ୍ରିଜ, ଥଣ୍ଡା କ୍ୟାରଟ, ଦୋକାନରେ ଥିବା ୧୨ ଲକ୍ଷ ଟଙ୍କାର ସାମଗ୍ରୀ ପୋଡିପାଉଁଶ ହୋଇଯାଇଛି l ଘରେ ଥିବା ଆସବାବପତ୍ର ସମେତ ଚାଉଳ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି ଟଙ୍କା ପୋଡି ଯାଇଥିବା ନେଇ ସୂଚନା ମିଳିଛି l

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ପ୍ରଶାନ୍ତ ବେହେରା ଏକା ଭେରାଇଟି ଷ୍ଟୋର କରିଥିଲେ l ଆଜି ହଠାତ ପ୍ରଥମେ ଦୋକାନ ଘରେ ନିଆଁ ଲାଗିବା ପରେ ନିଆଁର ଧାସ ଏତେ ପ୍ରଖର ଥିଲା ଯେ ସଙ୍ଗେସଙ୍ଗେ ରହୁଥିବା ବାସଗୃହକୁ ବ୍ୟାପି ଯାଇଥିଲା l ଫଳରେ ଦୋକାନରେ ଥିବା ୩ଗୋଟି ଫ୍ରିଜ, ଥଣ୍ଡା କ୍ୟାରଟ, ଦୋକାନରେ ଥିବା ୧୨ ଲକ୍ଷ ଟଙ୍କାର ସାମଗ୍ରୀ ପୋଡିପାଉଁଶ ହୋଇଯାଇଛି l ଘରେ ଥିବା ଆସବାବପତ୍ର ସମେତ ଚାଉଳ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି ଟଙ୍କା ପୋଡି ଯାଇଥିବା ନେଇ ସୂଚନା ମିଳିଛି l ଅଞ୍ଚଳବାସୀ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ, ହେଲେ ଗାଡ଼ି ବିଳମ୍ବରେ ଆସିଥିବାର ଅଭିଯୋଗ ହୋଇଛି। 

ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ ହୋଇଥିବା ନେଇ ସନ୍ଦେହ କରାଯାଉଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe