ରାଜଧାନୀରେ ମିକ୍ସଚର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ

ରାଜଧାନୀ ଭୁବନେଶ୍ୱର ସହିଦ ନଗରସ୍ଥିତ ମିକ୍ସଚର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏସବିଆଇ ନିକଟ ସହିଦ ନଗରର ଏକ ଦୋକାନରେ ଭୟଙ୍କର ନିଆଁ ଲାଗିଛି । ଏଣେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
bh

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହିଦ ନଗରସ୍ଥିତ ମିକ୍ସଚର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏସବିଆଇ ନିକଟ ସହିଦ ନଗରର ଏକ ଦୋକାନରେ ଭୟଙ୍କର ନିଆଁ ଲାଗିଛି । ଏଣେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି। ଏନେଇ ‌ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତ ସୂଚନା ଦେଇଛନ୍ତି।

ସହିଦ ନଗରସ୍ଥିତ ମିକ୍ସଚର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏସବିଆଇ ନିକଟ ସହିଦ ନଗରର ଏକ ଦୋକାନରେ ଭୟଙ୍କର ନିଆଁ ଲାଗିଛି । ଏଣେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି। ଏନେଇ ‌ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତ ସୂଚନା ଦେଇଛନ୍ତି। ତତଲା କଡେଇ ତେଲରୁ ନିଆଁ ଲାଗିଥିବା ‌କୁହାଯାଉଛି। ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାମ ଆରମ୍ଭ କରିଥିଲେ। ତେବେ ଅଗ୍ନିକାଣ୍ଡ ଫଳରେ ବସ୍ତ‌ାବସ୍ତା ବେସନ, ବୁଟ ଡାଲି, ଚଣା ଓ ସୁଜି ଆଦି ଜଳିପୋଡ଼ି ପାଉଁଶ ହୋଇଯାଇଛି।

ତତଲା କଡେଇ ତେଲରୁ ନିଆଁ ଲାଗିଥିବା ‌କୁହାଯାଉଛି। ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାମ ଆରମ୍ଭ କରିଥିଲେ। ତେବେ ଅଗ୍ନିକାଣ୍ଡ ଫଳରେ ବସ୍ତ‌ାବସ୍ତା ବେସନ, ଚଣା ଓ ସୁଜି ଆଦି ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେଣେ ଏବେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଏଣେ ଘଟଣାସ୍ଥଳରେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe