ପାରାଦୀପ: କୋଇଲା ବୋଝେଇ ଜାହାଜରେ ନିଆଁ । ପାରାଦୀପ ବନ୍ଦର ବର୍ଥରେ ଘଟିଛି ଏଭଳି ଅଘଟଣ । ଇକୋ କୋଲୋନେଲ  ମନୋରଭିଆ (ECO COLONEL MONORVIA) ଜାହାଜରେ ଲୋଡିଂ କୋଇଲାରେ ନିଆଁ।

Advertisment

 ଚେନ୍ନାଇରାଧା ବର୍ଥରେ ଲୋଡିଂ ହେଉଥିଲା ଥର୍ମାଲ କୋଇଲା। କନଭର ବେଲ୍ଟ ରେ ଲୋଡିଂ ହେଉଥିଲା କୋଇଲା।

ଆହୁରି ପଢ଼ନ୍ତୁ:Resignation: ଭଦ୍ରକରେ ବିଜେଡିକୁ ପୁଣି ଝଟକା: ଦଳ ଝାଡ଼ିଲେ ୩ ବ୍ଲକ ଅଧ୍ୟକ୍ଷ

ନିଆଁ ଲାଗିବାରୁ ଜାହାଜକୁ CQ-2 ବର୍ଥକୁ ଅଣାଯାଇଛି। ସେଠାରେ ଜାହାଜରୁ କଢା ହେଉଛି କୋଇଲା। ପାଣି ମାରି କୋଇଲା ଲୋଡିଂ ନ କରିବାରୁ ନିଆଁ ଲାଗିଥିବା ଅନୁମାନ। 

ଆହୁରି ପଢ଼ନ୍ତୁ: Bhadrak District BJD: ଭଦ୍ରକ ଜିଲ୍ଲାରେ ଖଣ୍ଡଖଣ୍ଡ ହୋଇଯିବ ବିଜେଡି ସଙ୍ଗଠନ: ନେତା କର୍ମୀ ଛାଡୁଛନ୍ତି ଦଳ, ବିଜେପିରେ ମହାମିଶ୍ରଣ ପାଇଁ ସଜବାଜ!

ନିଆଁ ସଂପୂର୍ଣ୍ଣ ରୂପେ ଆୟତ୍ତ

ତେବେ ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତକୁ ଅଣାଯାଇଛି।