garment shop fire Photograph: (Sambad.in)
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ସହର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଗାର୍ମେଣ୍ଟ ଦୋକାନରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆୟାପା ଡ୍ରେସେସ୍ ନାମକ ଏକ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଆହୁରି ପଢ଼ନ୍ତୁ: ଆଗକୁ ବଢୁନି ଡଗରାସାହି ରେଳ ଫ୍ଲାଏ ଓଭରବ୍ରିଜ୍ କାମ
ଉପର ମହଲାରେ ଅଗ୍ନିକାଣ୍ଡ
ଆହୁରି ପଢ଼ନ୍ତୁ:ନିଶା ନିବାରଣ କେନ୍ଦ୍ରରେ ଅଘଟଣ: ଯୁବକଙ୍କୁ ତଣ୍ଟି ଚିପି ମାରିଦେଲେ ୪ ଅନ୍ତେବାସୀ
ଦୋକାନର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଗୁଣପୁର ଓ ଗୁମୁଡା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛ। ପୁଲିସ ଘଟଣାରେ ତଦନ୍ତ କରୁଛିI
FIRE
Follow Us