କୋଇଲା ବୋଝେଇ ଟ୍ରଲରରେ ଲାଗିଲା ନିଆଁ , ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ଖଲାସି

କୋଇଲା ବୋଝେଇ ଟ୍ରଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ଖଲାସି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ତୁମୁଲିଆ ନିକଟରେ ଘଟିଛି ଏଭଳି ଅଘଟଣ। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

xc

ସୁନ୍ଦରଗଡ଼: କୋଇଲା ବୋଝେଇ ଟ୍ରଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ଖଲାସି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ତୁମୁଲିଆ ନିକଟରେ ଘଟିଛି ଏଭଳି ଅଘଟଣ।
ଛତିଶଗଡ଼ ଅମ୍ବିକାପୁରରୁ ରାଉରକେଲାକୁ କୋଇଲା ନେଇ ଆସୁଥିବା ବେଳେ ବାଲିଶଙ୍କରା ତୁମୁଲିଆ ନିକଟରେ ଶର୍ଟଶର୍କିଟ ଯୋଗୁଁ ହଠାତ ଜଳି ଉଠିଥିଲା ଟ୍ରଲର। ହେଲେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ ଅଳ୍ପକେ ବର୍ତି ଯାଇଛନ୍ତି ଡ୍ରାଇଭର ଓ ଖଲାସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe