ହାଇୱା ଧକ୍କାରେ ଚାଲିଗଲା ମାଛ ବେପାରୀଙ୍କ ଜୀବନ

Advertisment

ଜଗତସିଂହପୁର- ନାଉଗାଁ ରାସ୍ତାର ପଲ୍ଲୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ଘଟିଛି। ଏଠାରେ ହାଇୱା ଧକ୍କାରେ ଜଣେ ମାଛ ବେପାରୀଙ୍କ ଜୀବନହାନି ଘଟିଛି। ମୃତକ ହେଲେ ରତନ ବେହେରା।

ଜଗତସିଂହପୁର- ନାଉଗାଁ ରାସ୍ତାର ପଲ୍ଲୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ଘଟିଛି। ଏଠାରେ ହାଇୱା ଧକ୍କାରେ ଜଣେ ମାଛ ବେପାରୀଙ୍କ ଜୀବନହାନି ଘଟିଛି। ମୃତକ ହେଲେ ରତନ ବେହେରା।

xc

ଜଗତସିଂହପୁର: ଜଗତସିଂହପୁର- ନାଉଗାଁ ରାସ୍ତାର ପଲ୍ଲୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ଘଟିଛି। ଏଠାରେ ହାଇୱା ଧକ୍କାରେ ଜଣେ ମାଛ ବେପାରୀଙ୍କ ଜୀବନହାନି ଘଟିଛି। ମୃତକ ହେଲେ ରତନ ବେହେରା। ଏଣେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ବାଲୁଭଉଁରୀ - ନାଉଗାଁ ରାସ୍ତା ଅବରୋଧ କରିଛନ୍ତି।

ହାଇୱା ଧକ୍କାରେ ଜଣେ ମାଛ ବେପାରୀଙ୍କ ଜୀବନହାନି ଘଟିଛି। ମୃତକ ହେଲେ ରତନ ବେହେରା। ଏଣେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ବାଲୁଭଉଁରୀ - ନାଉଗାଁ ରାସ୍ତା ଅବରୋଧ କରିଛନ୍ତି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ତେବେ ଦୁର୍ଘଟଣା ଘଟାଇବା ପରେ ହାଇୱାଟି ଫେରାର ମାରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe