ବାଇକ ସହ ପାଣିରେ ଖସିପଡ଼ି ଚାଲିଗଲା ମାଛ ବିକାଳିଙ୍କ ଜୀବନ

ମାଛ ବିକିବାକୁ ଯାଇଥିଲେ, ଶବ ହୋଇ ଫେରିଲେ। କ୍ଷୀରକୋଣା ବଜାରକୁ ମାଛ ବିକିବାକୁ ଯାଇଥିବା ବେଳେ ଖୀରକୋଣା କେନାଲ ବନ୍ଧରେ ଭାରସାମ୍ୟ ହରାଇ ବାଇକ ସହ ପାଣିକୁ ଖସିପଡିଥିଲେ।

108523d5-5ab6-44f1-b0fb-56f83534a6b7 .jpeg

ସୋର: ମାଛ ବିକିବାକୁ ଯାଇଥିଲେ, ଶବ ହୋଇ ଫେରିଲେ। କ୍ଷୀରକୋଣା ବଜାରକୁ ମାଛ ବିକିବାକୁ ଯାଇଥିବା ବେଳେ ଖୀରକୋଣା କେନାଲ ବନ୍ଧରେ ଭାରସାମ୍ୟ ହରାଇ ବାଇକ ସହ ପାଣିକୁ ଖସିପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ବାଳଙ୍ଗ ଗ୍ରାମର ରତ୍ନାକର ମଳିକ(୫୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe