ଦଶରଥପୁରରେ ବନ୍ୟା ସ୍ଥିତି ଅସମ୍ଭାଳ: ୪ଟି ସ୍ଥାନରେ ଧସିଲା ଅତଡ଼ା, ବିଭିନ୍ନ ସ୍ଥାନରେ ଘଳିଆ

Advertisment

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରିଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା ନଦୀ କଣିରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି।  ଅନ୍ୟ ପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଏବଂ ବାଉଁଶ ବଲ୍ଲା ପୋତାଯାଇ ମରାମତି ଚାଲିଛି।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରିଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା ନଦୀ କଣିରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି।  ଅନ୍ୟ ପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଏବଂ ବାଉଁଶ ବଲ୍ଲା ପୋତାଯାଇ ମରାମତି ଚାଲିଛି।

Untitled

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରିଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା ନଦୀ କଣିରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। 

ଦଶରଥପୁର ବ୍ଲକ ବୈତରିଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା ନଦୀ କଣିରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି।କସପା ପଞ୍ଚାୟତର ପଞ୍ଚପଡା ଏବଂ ହାଜିସାହି ଠାରେ ୪ଟି ସ୍ଥାନରେ ବନ୍ଧ ଧସିବା, ବନ୍ୟା ଜଳ ନଦୀ ବନ୍ଧ ବୁଡ଼ି ଗାଁକୁ ପ୍ରବେଶ କରିବା ସହିତ ଘାଳିଆ ସୃଷ୍ଟି ହୋଇଛି। ବ୍ରହ୍ମଚାରୀପାଟଣା ଠାରେ ଘଳିଆ ପଡି ଗାଁ ଭିତରେ ପାଣି ପ୍ରବେଶ କରୁଛି। ଅନ୍ୟ ପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଏବଂ ବାଉଁଶ ବଲ୍ଲା ପୋତାଯାଇ ମରାମତି ଚାଲିଛି।

କସପା ପଞ୍ଚାୟତର ପଞ୍ଚପଡା ଏବଂ ହାଜିସାହି ଠାରେ ୪ଟି ସ୍ଥାନରେ ବନ୍ଧ ଧସିବା, ବନ୍ୟା ଜଳ ନଦୀ ବନ୍ଧ ବୁଡ଼ି ଗାଁକୁ ପ୍ରବେଶ କରିବା ସହିତ ଘାଳିଆ ସୃଷ୍ଟି ହୋଇଛି। ବ୍ରହ୍ମଚାରୀପାଟଣା ଠାରେ ଘଳିଆ ପଡି ଗାଁ ଭିତରେ ପାଣି ପ୍ରବେଶ କରୁଛି। ଅନ୍ୟ ପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଏବଂ ବାଉଁଶ ବଲ୍ଲା ପୋତାଯାଇ ମରାମତି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe