ମିଲରମାନେ ଚାଷୀମାନଙ୍କୁ ହଇରାଣ କରନ୍ତୁ ନାହିଁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ

Advertisment

ମିଲରମାନଙ୍କୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ ମିଲରମାନେ ହଇରାଣ କରନ୍ତୁ ନାହିଁ। ଯେଉଁମାନେ  ଏ ନୀତି ଆପଣେଇବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

xcv

ଭୁବନେଶ୍ବର: ମିଲରମାନଙ୍କୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ ମିଲରମାନେ ହଇରାଣ କରନ୍ତୁ ନାହିଁ। ଯେଉଁମାନେ  ଏ ନୀତି ଆପଣେଇବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ଯେଉଁ ମିଲରମାନେ ଅଧିକ କଟନି ଛଟନି କରୁଛନ୍ତି, କଥା ମାନୁ ନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି| ଯେଉଁ ମିଲରମାନେ ସରକାରଙ୍କ ନିୟମ ମାନିବେ ନାହିଁ, ମନମାନି କରିବେ ପୁରୁଣା ନୀତିରେ ଚାଲିବେ, ସେମାନଙ୍କୁ ବରଦାସ୍ତ କରାଯିବନାହିଁ। ତାହା ଏବେ ଚଳିବ ନାହିଁ। ନୂଆ ସରକାର ନୂଆ ନୀତିରେ ଚାଲିବ। କୃଷକମାନଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନା ଅନୁଯାୟୀ ରାଜ୍ୟରେ ଧାନ ସଂଗ୍ରହ ଠିକ ଠାକ୍ ଚାଲିଛି।  ବାରମ୍ବାର କହିଲା ପରେ ବି ଯେଉଁମାନେ ସୁଧୁରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ଯେଉଁ ମିଲରମାନେ ଅଧିକ କଟନି ଛଟନି କରୁଛନ୍ତି, କଥା ମାନୁ ନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି| ଯେଉଁ ମିଲରମାନେ ସରକାରଙ୍କ ନିୟମ ମାନିବେ ନାହିଁ, ମନମାନି କରିବେ ପୁରୁଣା ନୀତିରେ ଚାଲିବେ, ସେମାନଙ୍କୁ ବରଦାସ୍ତ କରାଯିବନାହିଁ। ତାହା ଏବେ ଚଳିବ ନାହିଁ। ନୂଆ ସରକାର ନୂଆ ନୀତିରେ ଚାଲିବ। କୃଷକମାନଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe