ସାଙ୍ଗର ଠେଙ୍ଗା ମାଡ଼ରେ ସାଙ୍ଗର ମୃତ୍ୟୁ, ଅଭିଯୁକ୍ତ ଫେରାର

ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମ ମହୁଲ ଗ୍ରାମରେ ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ ଘଟିଥିବା ଜଣାପଡିଛି। ଅଭିଯୁକ୍ତ ପିଣ୍ଟୁ ସାହୁ ଫେରାର ଥିବା ବେଳେ ଘଟଣା ସ୍ଥଳରେ ଖପ୍ରାଖୋଲ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ମୃତକ ବନ୍ଦେପଦର ଗ୍ରାମର ସୁଶୀଲ ସାହୁ। 

zx

ପାଟଣାଗଡ଼/ଖପ୍ରାଖୋଲ: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମ ମହୁଲ ଗ୍ରାମରେ ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ ଘଟିଥିବା ଜଣାପଡିଛି। 
ମିଳିଥିବା ସୂଚନା ଅନୁଯାୟୀ, ପୁତଲାମହୁଲ ଗ୍ରାମ  ନିକଟରେ ଦୁଇ ଜଣ ସାଙ୍ଗ ବସି କଥାବର୍ତ୍ତା ହେଉଥିଲେ। ତେବେ ପରବର୍ତ୍ତୀ ସମୟରେ ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପରେ ମାରପିଟ ହୋଇଥିଲା। ଏଥିରେ ଜଣେ ସାଙ୍ଗର ଠେଙ୍ଗା ମାଡରେ ତା ସାଙ୍ଗର ମୃତ୍ୟୁ ଘଟିଥିବା ଜଣାପଡିଛି। ୨୫ ହଜାର ଟଙ୍କା ନେଣଦେଣକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।

ପୁତଲାମହୁଲ ଗ୍ରାମ  ନିକଟରେ ଦୁଇ ଜଣ ସାଙ୍ଗ ବସି କଥାବର୍ତ୍ତା ହେଉଥିଲେ। ତେବେ ପରବର୍ତ୍ତୀ ସମୟରେ ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପରେ ମାରପିଟ ହୋଇଥିଲା। ଏଥିରେ ଜଣେ ସାଙ୍ଗର ଠେଙ୍ଗା ମାଡରେ ତା ସାଙ୍ଗର ମୃତ୍ୟୁ ଘଟିଥିବା ଜଣାପଡିଛି। ଟଙ୍କା ନେଣଦେଣକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଘଟଣା ଘଟାଇ ଅଭିଯୁକ୍ତ ପିଣ୍ଟୁ ସାହୁ ଫେରାର ଥିବା ବେଳେ ଘଟଣା ସ୍ଥଳରେ ଖପ୍ରାଖୋଲ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ମୃତକ ଜଣକ ପୁତୁଲା ମହୁଲ ଗ୍ରାମ ନିକଟରେ ଥିବା ବନ୍ଦେପଦର ଗ୍ରାମର ସୁଶୀଲ ସାହୁ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। 

ଘଟଣା ଘଟାଇ ଅଭିଯୁକ୍ତ ପିଣ୍ଟୁ ସାହୁ ଫେରାର ଥିବା ବେଳେ ଘଟଣା ସ୍ଥଳରେ ଖପ୍ରାଖୋଲ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ମୃତକ ଜଣକ ପୁତୁଲା ମହୁଲ ଗ୍ରାମ ନିକଟରେ ଥିବା ବନ୍ଦେପଦର ଗ୍ରାମର ସୁଶୀଲ ସାହୁ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe