ପୁଣି ରାଉରକେଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ଥାନାରେ ପୀଡ଼ିତାଙ୍କ ଅଭିଯୋଗ

Advertisment

ପୁଣି ରାଉରକେଲାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ରଘୁନାଥପଲ୍ଲୀ ସେଞ୍ଚୁରୀ ପାର୍କରେ ଘଟିଛି ଏହି ଅଭାବନୀୟ ଘଟଣା। ୫ ଜଣ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ନେଇ ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା।

ପୁଣି ରାଉରକେଲାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ରଘୁନାଥପଲ୍ଲୀ ସେଞ୍ଚୁରୀ ପାର୍କରେ ଘଟିଛି ଏହି ଅଭାବନୀୟ ଘଟଣା। ୫ ଜଣ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ନେଇ ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା।

rape

ରାଉରକେଲା: ପୁଣି ରାଉରକେଲାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ରଘୁନାଥପଲ୍ଲୀ ସେଞ୍ଚୁରୀ ପାର୍କରେ ଘଟିଛି ଏହି ଅଭାବନୀୟ ଘଟଣା। 
ଗତ ରବିବାର ଦିନ ସ୍ଥାନୀୟ ସିଭିଲ ଟାଉନ ହୃତଦଙ୍ଗରୁ ସାଙ୍ଗମାନଙ୍କ ସହ ଖାଇ ପିଇ ଘରେ ଛାଡ଼ିଦେବାକୁ କହି ଗଣଦୁଷ୍କର୍ମ ହୋଇଥିବା ସୂଚନା। ଗତକାଲି ପୀଡ଼ିତା ଜଣକ ପୁଲିସ ନିକଟରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ଘଟଣା। ୫ ଜଣ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ନେଇ ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା।

ସୂଚନାଯୋଗ୍ୟ, ରାଉରକେଲାରେ ଦୁଇ ଦିନ ତଳେ ୨ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe